• About
  • Contact
Tuesday, April 28, 2026
Tuesday, April 28, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Sports

ଶରତ କର ଓ ଅନିମା କର ଫାଉଣ୍ଡେସନ ତରଫରୁ କ୍ରୀଡ଼ା ସମ୍ବର୍ଦ୍ଧନା ଉତ୍ସବ ୨୦୨୫

ଶରତ କର ଓ ଅନିମା କର ଫାଉଣ୍ଡେସନ ତରଫରୁ କ୍ରୀଡ଼ା ସମ୍ବର୍ଦ୍ଧନା ଉତ୍ସବ ୨୦୨୫
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୧୦ ଫେବୃଆରୀ ୨୦୨୫

ମାହାଙ୍ଗା ଥାନା ଅନ୍ତର୍ଗତ ବନ୍ତଳା ଗ୍ରାମ ସ୍ଥିତ କୃଷି ଉତ୍କର୍ଷ କେନ୍ଦ୍ର ଠାରେ ଶରତ କର ଓ ଅନିମା କର ଫାଉଣ୍ଡେସନ ତରଫରୁ କ୍ରୀଡ଼ା ସମ୍ବର୍ଦ୍ଧନା ଉତ୍ସବ ୨୦୨୫ ଗତକାଲି ଅନୁଷ୍ଠିତ ହୋଇ ଯାଇଛି।

ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପୂର୍ବତନ ଆୟକର କମିଶନର ଶ୍ରୀ ଶୋଭନ କର ଙ୍କ ପୌରହିତ୍ୟ ରେ ଆୟୋଜିତ ଉକ୍ତ ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତ A ଦଳର ସ୍ୱନାମଧନ୍ୟ ଜାତୀୟ କ୍ରିକେଟ୍ ତାରକା ଶ୍ରୀ ବସନ୍ତ ମହାନ୍ତି ଯୋଗ ଦେଇ ଗ୍ରାମାଞ୍ଚଳରେ ମେଧାବୀ ଛାତ୍ରଛାତ୍ରୀଙ୍କ ସମେତ ଉଦୀୟମାନ ବିଭିନ୍ନ ବର୍ଗର ଖେଳାଳୀ ମାନଙ୍କୁ ପ୍ରୋତ୍ସାହନ ଦେଇ ଦେଶ ଓ ଜାତିକୁ ଗୌରବାନ୍ଵିତ କରୁଥିବା ଫାଉଣ୍ଡେସନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସର ରେ ନିକଟ ଅତୀତରେ କଟକ ଜିଲ୍ଲା, ଓଡ଼ିଶା, ଏବଂ ଓଡ଼ିଶା ସ୍କୁଲ ସ୍ତରୀୟ ୧୯ ବର୍ଷରୁ କମ୍ ବୟସ୍କ ବାଳିକା ବର୍ଗର କ୍ରିକେଟ୍ ଖେଳାଳୀ ମାନଙ୍କ ମଧ୍ୟରେ ସ୍ଥାନିତ ମାହାଙ୍ଗା ଅଞ୍ଚଳ ର ବିଶିଷ୍ଟ ବାଳିକା କ୍ରିକେଟ୍ ତାରକା ଯଥାକ୍ରମେ ବିଷ୍ଣୁ ପ୍ରିୟା ଜେନା, ପ୍ରତିଷ୍ଠା ପ୍ରିୟଦର୍ଶିନୀ ସିଂହ, ଦମୟନ୍ତୀ ଜେନା, ସମୃତିରେଖା ରାୟ, ଗାୟତ୍ରୀ ଖୁଣ୍ଟିଆ, ଅଭିଲିପସା ସାହୁ ଓ ଦୀପ ଶିଖା ନାୟକ ପ୍ରମୁଖ ଏବଂ ସେମାନଙ୍କ ପ୍ରଶିକ୍ଷକ ଶ୍ରୀ ଲେଲିନ୍ କୁମାର ବଳ ଙ୍କୁ ଅନୁଷ୍ଠାନ ତରଫ ରୁ ଅଙ୍ଗବସ୍ତ୍ର, ଉପଢୌକନ, ଅର୍ଥରାଶି, ଟୋପି ଏବଂ ଟି-ଶାର୍ଟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ଅଧ୍ୟକ୍ଷତା କରି ଶ୍ରୀ ଶୋଭନ କର କହିଲେ, ମାହାଙ୍ଗା ସମେତ ସମଗ୍ର ରାଜ୍ୟରେ ଶିକ୍ଷା, କ୍ରୀଡ଼ା, ସଂସ୍କୃତି କ୍ଷେତ୍ରରେ ଏଭଳି ପ୍ରୋତ୍ସାହନ କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ଅଧିକ ବ୍ୟାପକ କରାଯିବ। ଅନ୍ତର୍ଜାତୀୟ ସ୍ବେଛାସେବୀ ସଂଗଠନ “ସଲିଡ଼ାରିଡାଡ” ର ଓଡ଼ିଶା ମୁଖ୍ୟ ନିର୍ବାହୀ ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ, ଫାଉଣ୍ଡେସନ କୃଷି ଉତ୍କର୍ଷ କେନ୍ଦ୍ର ସଂଯୋଜକ ଶୁଭେନ୍ଦୁ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମାହାଙ୍ଗା – ନିଶ୍ଚିନ୍ତକୋଇଲି ଅଞ୍ଚଳ ର ବହୁ ବୁଦ୍ଧିଜୀବି, ବୟସ୍କ ମାନ୍ୟଗଣ୍ୟ ମୂରବୀ ତଥା କ୍ରିକେଟ୍ କ୍ରୀଡ଼ା ପ୍ରେମୀ ଜନ ସାଧାରଣ ଉତ୍ସବରେ ଉପସ୍ଥିତ ହୋଇ କିଶୋରୀ କ୍ରିକେଟ୍ ତାରକା ମାନଙ୍କୁ ଉତ୍ସାହିତ କରିଥିଲେ।

Nirvik Bureau

Nirvik Bureau

Related Posts

Icons of India: The Magical Catcher, Eknath Solkar
Sports

Icons of India:
The Magical Catcher, Eknath Solkar

by Ritesh Misra
April 11, 2026

Ritesh Misra, Mumbai, 11 April 2026 A few weeks back, Mumbai lost the 2025-26 QF to Karnataka. Chasing a tough...

Read more
Icons of India:Polly Umrigar – The Palm-tree Hitter!

Icons of India:
Polly Umrigar – The Palm-tree Hitter!

March 28, 2026
Icons of India: Yuvraj – The Prince of Power Batting!

Icons of India:
Yuvraj – The Prince of Power Batting!

January 11, 2026
Icons of India: Ravi Shastri – The Champion of Champions!

Icons of India:
Ravi Shastri – The Champion of Champions!

December 14, 2025
Icons of India: The Great Wall of India – Rahul Dravid

Icons of India:
The Great Wall of India – Rahul Dravid

November 11, 2025
Icons of India Ajit Wadekar: The Mike Brearley of Indian Cricket

Icons of India
Ajit Wadekar: The Mike Brearley of Indian Cricket

October 11, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.