ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍ଶୋ କରୁଛନ୍ତି, ଶିଳ୍ପପତିଙ୍କୁ ଆମନ୍ତ୍ରଣ କରୁଛନ୍ତି, ନିବେଶ ପାଇଁ ଅନେକ ବଡ଼ ବଡ଼ ଘୋଷଣା ହେଉଛି। କିନ୍ତୁ ଏହି ସମସ୍ତ ଘୋଷଣାକୁ ଯଦି ଗୋଟିଏ ପାଖରେ ରଖି, ଭାରତ ସରକାରଙ୍କ DPIITର ବାସ୍ତବ ବିଦେଶୀ ପୁଞ୍ଜି ନିବେଶ ତଥ୍ୟକୁ ଅନ୍ୟ ପାଖରେ ରଖାଯାଏ, ତେବେ ଓଡ଼ିଶାର ସ୍ଥିତି ବାବଦରେ ଅନେକଙ୍କୁ ଭାବିବାକୁ ବାଧ୍ୟ କରିବ। ଅକ୍ଟୋବର ୨୦୧୯ରୁ ଡିସେମ୍ବର ୨୦୨୫ ମଧ୍ୟରେ ଓଡ଼ିଶାକୁ ମିଳିଥିବା FDI Equity Inflow ହେଉଛି ୧,୭୨୧.୮୭ କୋଟି। ଏହା ଭାରତର ସମସ୍ତ ରାଜ୍ୟକୁ ଆସିଥିବା FDIର ମାତ୍ର ପ୍ରାୟ ୦.୦୭ ପ୍ରତିଶତ। ଏହି ସମୟରେ ମହାରାଷ୍ଟ୍ରକୁ ଆସିଛି ପ୍ରାୟ ୮.୩୧ ଲକ୍ଷ କୋଟି, କର୍ଣ୍ଣାଟକକୁ ୫.୪୨ ଲକ୍ଷ କୋଟି ଏବଂ ଗୁଜରାଟକୁ ପ୍ରାୟ ୩.୯୨ ଲକ୍ଷ କୋଟି ଟଙ୍କାର ବିଦେଶୀ ପୁଞ୍ଜି। ଏହି ରାଜ୍ୟ ଗୁଡ଼ିକ ତୁଳନାରେ ଓଡ଼ିଶାର ନିବେଶ...
Read moreSobhan Kar, Bhubaneswar, 1 February 2025 Finance Minister, Nirmala Sitharaman, presented a budget today that means many things to many people or sectors. Hence, I would like to call it a "busy" budget. The budget has made proposals for various tax reforms, including an announcement that...
Read moreବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ...
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୨ ଅକ୍ଟୋବର ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନର ବନ୍ତଳା...
କିରନ ସେଠ୍, ଦିଲ୍ଲୀ, ୨ ଅକ୍ଟୋବର ୨୦୨୬ (ମୂଳ ଇଂରାଜି ଲେଖା କୁ ଧନଦାକାନ୍ତ ମିଶ୍ର ଓଡ଼ିଆ କୁ ଅନୁବାଦ କରିଛନ୍ତି।) ଆମେ ତାଙ୍କୁ ଜାତିର ପିତା ବୋଲି କହୁ। ଏହା ଏକ ସମ୍ମାନ, କିନ୍ତୁ ଏହା ତାନ୍କୁ ସୀମାବଦ୍ଧ କରିଦିଏ ମଧ୍ୟ। ଏହି କ୍ଷେତ୍ରରେ “ପିତା” ଉପାଧି ତାଙ୍କୁ କେବଳ ଜଣେ ରାଜନୈତିକ ଓ ଐତିହାସିକ ବ୍ୟକ୍ତିତ୍ୱ ଭିତରେ ସୀମିତ କରିଦିଏ। ସେ...
Read more