• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆସିଗଲା ନିର୍ବାଚନ

ଆସିଗଲା ନିର୍ବାଚନ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୯ ଡିସେମ୍ବର ୨୦୨୩

ଆସିଗଲା ନିର୍ବାଚନ
ନେତା କରିବେ ଗର୍ଜନ
ଜନତା ଶୁଣିବେ କେତେ ମଧୁର ବଚନ ।।

ମାଇକ ଡ଼ିଜେରେ ପୁଣି କମ୍ପିବ ଗଗନ
ନାଚ ଗୀତରେ ଥରିବ ଚଉଦ ଭୁବନ
ମର୍ତ୍ତ ହେବ ନନ୍ଦନକାନନ
ଆଉ ରାତି ହେବ ଦିନ ।।

ସ୍ୱଚ୍ଛ ରାଜନୀତି ହେବ ସଭିଙ୍କ ସ୍ଲୋଗାନ
ତେବେ ପାଣ୍ଠିର ହିସାବ ଦଳ ରଖିବେ ଗୋପନ
ଯୋଗାଡ଼ରେ ଲାଗିଯିବେ ଜନସମର୍ଥନ
ହାତୀ ଘୋଡ଼ା ଦେବୁ କହି ଭୁଲାଇବେ ମନ ।।

ବିକାଶ ନାମରେ ସିନା ହେବ ମତଦାନ
ତେବେ ଚଉକି ଦଖଲ ପାଇଁ ରହିଥିବ ଧ୍ୟାନ
ନିର୍ବାଚନ ପରେ ଆଉ ନଦିଶିବେ ଜନ
ନେତା ବିତାଇବେ ନିର୍ବାସନର ଜୀବନ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.