• About
  • Contact
Tuesday, March 10, 2026
Tuesday, March 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅତୀତ ଫେରେନା କେବେ

ଅତୀତ ଫେରେନା କେବେ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୨୭ ମାର୍ଚ୍ଚ ୨୦୨୩

ଅତୀତ ଫେରେନା କେବେ ସ୍ମୃତି ଫେରେ ସମୟ କାନ୍ଥରେ
ଅତୀତ ବର୍ତ୍ତମାନ ର ବୁଝାମଣା ଦୁରତା ଫାଙ୍କରେ।।
ଜୀବନ ମାନଚିତ୍ରରେ ଆଙ୍କି କେତେ ଅପୂର୍ବ ଭାସ୍କର୍ଯ୍ୟ
ସମୟ ଲହଡ଼ି ଭଙ୍ଗା ରକ୍ତ-ରସ ହସର ଐଶ୍ୱର୍ଯ୍ୟ।।

ନିରିଖେଇ ଆଙ୍କିବାକୁ ରଙ୍ଗ ଦିଆ ଜୀବନ ଚିତ୍ରକୁ ।
ସମୟ ସୂର୍ଯ୍ୟ ତାପରେ ସ୍ବପ୍ନ ଭଙ୍ଗ ଚିତ୍ରିତ ମନକୁ।।
ଜୀବନ ତ ଅଣସରଘର ପରି ଅଣ ଓସାରିଆ।
ମନର ଏରୁଣ୍ଡୀ ବନ୍ଧେ ପାଖୁଡ଼ାଏ ମହକିତ ବାଆ ।।

ସୁଖ-ଦୁଃଖ ଭଲ-ମନ୍ଦ ଭାଡ଼ିରେ ତ ଜୀବନ ଫୁଲ ଟେ ।
ଦୁଃଖ ର ପୁରୁଣା ସୁରେ ସୁଖ ଗୋଟେ ସ୍ବପ୍ନ ଖିଆଲଟେ।।
ସୁଖ ବାରହାତୀ ଶାଢ଼ୀ ସବୁବେଳେ ଚାଖଣ୍ଡେ ନିଅଣ୍ଟ।
ଏକା ଗାରକରେ କେ’ବା ଦେଇଅଛି ଜୀବନକୁ କଣ୍ଟ ।।

ନଥିଲା ଗଛର ଛାଇ କେବେ ସ୍ମୃତି କେବେ ବା ଅତୀତ।
ଅପେକ୍ଷା ଋତୁ ଟେ ସିନା ବସିଥାଏ ସୁଖ ସାଥେ ମୀତ।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଯୁଦ୍ଧ ସରୁ ବୋଲି କହନ୍ତିନି କେହି
Literature

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

by Manas Ranjan Mahapatra
March 10, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ମାର୍ଚ୍ଚ ୨୦୨୬ କୁଳୁକୁଳୁ ଝରଣାମାନଙ୍କୁ 'ନଈ ହେଇ ଯା' ବୋଲି ଆଜିକାଲି କହନ୍ତିନି କେହି ସବୁ ଝର୍କାରେ ଭୟ କାଳେ...

Read more
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.