• About
  • Contact
Wednesday, March 11, 2026
Wednesday, March 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମେଘ

ମେଘ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୨୬ ଜୁନ୍ ୨୦୨୩

ତୁମେ ଆସିବ ଆସିବ ବୋଲି ମୁଁ ସଜେଇଲି ମୋର ଘର
ତୁମେ ଛୁଇଁ ଦେଲା ପରେ ମୋତେ ମୁଁ ଓଦା ହଲି ସରସର
ତୁମ ବିଜୁଳି ମୋ ଦେହେ କାଇଁ କେତେ କମ୍ପନ ଦେଲା ଭରି
ଦେହେ ‍ ଲାଗିଗଲା ନିଆଁ ଯେବେ ମନ ହେଲା ଶିରି ଶିରି।

ଅସରା ମେଘର ଦେହେ ଖେଳି ଚେନେ ବିଜୁଳିର ପ୍ରେମ
ଥିରି ଥିରି ପବନଟା ଛୁଉଁ ଛୁଉଁ ବୁଦ୍ଧି ହୁଏ ବାମ
ମାଳେ ମଉଳା ମେଘଙ୍କ ଦେହେ ଫୁଟେ କେତେ ଦରଫୁଟା ଫୁଲ
ମେଘ ଦେହେ ତାରାଫୁଲ ଲାଗେ ସତେକି ଅମୂଲ ମୂଲ।

କେତକୀବଣିଆ ବାସ ସାଥେ ବାସେ କଦମ୍ବ ରଚିଲା ରାସ
ମନ ତଳେତଳେ ଗଲା ରଙ୍ଗ ରାଇଜ ସାବଜା ହସ
ସେପାଖେ ହସିଲେ ମେଘ ହସେ ଏ ପାଖରେ ଚାଇଁ ଖରା
ବଉଦ ଗଭାରେ ଶୋହେ ମୋତି ମାଣିକ ମନ୍ତୃରା ଚୋରା

ମେଘ ଶବାରୀରେ ଆସେ ଖାଲି ଖୁସିର ଖିଆଲି ବାସ
ମେଘ ମନତଳ ଆଶା ମେଘ ମହକ ଶୀତଳ ହସ।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଯୁଦ୍ଧ ସରୁ ବୋଲି କହନ୍ତିନି କେହି
Literature

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

by Manas Ranjan Mahapatra
March 10, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ମାର୍ଚ୍ଚ ୨୦୨୬ କୁଳୁକୁଳୁ ଝରଣାମାନଙ୍କୁ 'ନଈ ହେଇ ଯା' ବୋଲି ଆଜିକାଲି କହନ୍ତିନି କେହି ସବୁ ଝର୍କାରେ ଭୟ କାଳେ...

Read more
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.