• About
  • Contact
Wednesday, December 17, 2025
Wednesday, December 17, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମୋ କବିତା ତମେ ପଢ଼ିବ

ମୋ କବିତା ତମେ ପଢ଼ିବ
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୦ ମାର୍ଚ୍ଚ ୨୦୨୪

ମୋ କବିତା ତମେ ପଢ଼ିବ ବୋଲି ତ
ନଦୀ ପର୍ବତ ଡେଇଁ
ମୋ କବିତା ତମେ ଶୁଣିବ ବୋଲି ତ
ଦୂରରୁ ଆସିଛି ଧାଇଁ
ଲିଭି ଯାଉଥିବା ଦୀପଟିକୁ ନେଇ
କବିତା ଲେଖିଛି ମୁହିଁ ।

ଝୋଟି ମୁରୁଜର ଲକ୍ଷ୍ମୀ ପାଦରେ
ମଗୁଶୀର ମାସ ଶିଶିର କଣାରେ
କବିତାର ଟିକି ପ୍ରତିମା ଥାପିଛି ମୁହିଁ
ମୋ କବିତା ତୁମେ ଶୁଣିବ ବୋଲି ତ
ଆସିଛି ଆଜି ମୁଁ ନଦୀ ପର୍ବତ ଡେଇଁ ।

ପିଲାଦିନ ପରି କହିବ ମୋ କାନେ
କିଛି ଜମା ଭୁଲିନାହିଁ
ପୃଥିବୀରୁ କେବେ ଶୁଖିଯାଏ ନାହିଁ
ଭଲ ପାଇବାର ନଈ
ଦୀପଟିକୁ ଦୁହେଁ ଜାଳିଦେବା ଚାଲ
ନୂଆ ଶୁଭଦିନ ପାଇଁ ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

‌ତାରକ ଦା’ (ଭାଗ ୫୪)
Literature

‌ତାରକ ଦା’ (ଭାଗ ୫୪)

by Manas Ranjan Mahapatra
December 16, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ଡିସେମ୍ବର ୨୦୨୫ ଆଜିକାଲି ମୋର ତାରକ ଦା’ କଥା ଭାରି ମନେପଡ଼େ। ତାରକ ମୁଖାର୍ଜୀ କେବେ ନୂଆଖାଲି ଦଙ୍ଗାରେ ବାପାମାଆଙ୍କୁ...

Read more
କିଛି କଥା – ୫

କିଛି କଥା – ୫

December 16, 2025
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.