• About
  • Contact
Wednesday, March 11, 2026
Wednesday, March 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମୁଠାଏ ମୂର୍ଚ୍ଛନା

ମୁଠାଏ ମୂର୍ଚ୍ଛନା
Share on FacebookShare on Xshare on Whatsappshare on Linkedin
ପ୍ରମୋଦ କୁମାର ଦାଶ, କଟକ, ୨୪ ଜୁଲାଇ ୨୦୨୪

ମୁଠାଏ ମୂର୍ଚ୍ଛନା:
ପ୍ରକମ୍ପିତ ଗଗନ ପବନ
ପ୍ରଜ୍ବଳିତ ପ୍ରଗତି ଆଲୋକ
ପ୍ରସ୍ଫୁଟିତ ସୁଗନ୍ଧ କଳିକା
ପ୍ରଖରିତ ଜାତୀୟତା ସ୍ରୋତ
ପ୍ରତିଜ୍ଞାର ଜୁଆର କୂଳ ଲଙ୍ଘେ
ପରିଷଦ ହୁଏ ସ୍ତମ୍ଭୀଭୂତ
ପ୍ରଶମିତ ମୌସୁମୀ ପ୍ରବାହ
ପ୍ରତ୍ୟାଖ୍ୟାନ କରେ ବାରମ୍ବାର ।

ମୁଠାଏ ମୂର୍ଚ୍ଛନା :
ନିଦାଘରେ ଭାସଇ ବସନ୍ତ
ନିଃଶବ୍ଦରେ ରୁଣୁଝୁଣୁ ଶବ୍ଦ
ନିଃଶ୍ବାସରେ ଝଲକେ ବିଜୁଳି
ନିଶାମଣି ଢାଳଇ ଜୋଛନା
ନିର୍ବିକାର ଅନ୍ତଃ ଅଧୋମୁଖ
ନିର୍ବିଘ୍ନରେ ମହାନ ଉଦାର
ନିଶ୍ଚଳ ହେଲେ ବି ହୃଦୟ
ନିଶ୍ଚଳା ତଥାପି ବିଦୀର୍ଣ୍ଣ ।।

ପ୍ରମୋଦ କୁମାର ଦାଶ

ପ୍ରମୋଦ କୁମାର ଦାଶ

ରାଜ୍ୟ ସରକାର ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପରିବେଶ ସେବକ ଓ ସଭାପତି : ଜନମଙ୍ଗଳ । ଗୋପାଳପୁର, ନିଶ୍ଚିନ୍ତକୋଇଲି, କଟକ
ମୋ : ୯୩୩୭୫୪୭୨୪୨

Related Posts

ମୁଁ କାହିଁକି ଲେଖେ (ଭାଗ ୬୩)
Literature

ମୁଁ କାହିଁକି ଲେଖେ (ଭାଗ ୬୩)

by Manas Ranjan Mahapatra
March 11, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୧ ମାର୍ଚ୍ଚ ୨୦୨୬ ପଚାଶ ବର୍ଷ ଲେଖି ସାରିବା ପରେ କାହିଁକି ଲେଖିଲି, ସେ ନେଇ ମୋ ମନ ଭିତରେ କୌଣସି ପ୍ରଶ୍ନ...

Read more
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.