• About
  • Contact
Friday, October 17, 2025
Friday, October 17, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁମ ଦରଶନ ପାଇଁ

ତୁମ ଦରଶନ ପାଇଁ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ସେପ୍ଟେମ୍ବର ୨୦୨୪

ତୁମ ଦରଶନ ପାଇଁ
ମନ ମୋର ହେଉଛି ଅଥୟ,
ସଂସାର ଜଞ୍ଜାଳ ବାଧକ
ସାଜି ନେଇ ଯାଉଛି ସମୟ ।। ୧ ।।

ତୁମ ପାଶେ ପହଞ୍ଚିବା ପାଇଁ
କେତେଯେ ଯୋଜନା କରୁଛି,
ତୁମେ ଚାହୁଁ ନଥିବାରୁ
ତାହା ସବୁ ବିଫଳ ହେଉଛି ।। ୨ ।।

କହିଦିଅ ତୁମେ ପ୍ରଭୁ
ମୁଁ କେଉଁ ରାହା ଧରିବି ?
ସେ ପଥରେ ଗତି କରି
ତୁମ ଦିବ୍ୟ ଦର୍ଶନ ଲଭିବି ।। ୩ ।।

ତୁମ ଅନନ୍ୟ ବାଙ୍କ ଚାହାଁଣୀ
ଓ ସୁମଧୁର ବଇଁଶୀର ସ୍ୱର,
ଦିବ୍ୟ ପ୍ରେମେ ଭିଜାଉଛି
ଆଜି ହୃଦୟ ତନ୍ତ୍ରୀକୁ ମୋର ।। ୪ ।।

ରସସିକ୍ତ ତୁମର ପ୍ରାର୍ଥନା
ଆଉ ଭକ୍ତିପୂର୍ଣ୍ଣ ଭଜନ କୀର୍ତ୍ତନ,
ମନରେ ଜଗାଇ ଦେଉଛି
ମୋର ଅନାହତ ଅଜଣା କମ୍ପନ ।। ୫ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)
Literature

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)

by Manas Ranjan Mahapatra
October 14, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଅକ୍ଟୋବର ୨୦୨୫ ପୁରୀରେ ମୋ ଉପର ବ୍ୟାଚରେ ଏମ୍.ଏ. ଇଂରାଜୀରେ ପଢୁଥିଲେ ଜଣେ ଗଣେସ୍ଵର ବେହେରା, ନିମାଇଁ ପଟ୍ଟନାୟକ, ହିମାଂଶୁ...

Read more
ଶ୍ରବଣବାଧିତ

ଶ୍ରବଣବାଧିତ

October 14, 2025
ଥରେ ବାପା ହେଲା ପରେ

ଥରେ ବାପା ହେଲା ପରେ

October 14, 2025
ଅଦ୍ୱିତୀୟ ଶରତ !!

ଅଦ୍ୱିତୀୟ ଶରତ !!

October 12, 2025
ହେ ଉତ୍କଳମଣି!

ହେ ଉତ୍କଳମଣି!

October 9, 2025
ରାଜନୀତି – ୪

ରାଜନୀତି – ୪

October 7, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.