• About
  • Contact
Tuesday, October 28, 2025
Tuesday, October 28, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଉପନିର୍ବାଚନ : ସେବେ ଓ ଏବେ

ଉପନିର୍ବାଚନ : ସେବେ ଓ ଏବେ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୮ ଅକ୍ଟୋବର ୨୦୨

ମୁଖ୍ୟମନ୍ତ୍ରୀମାନେ ଉପ-ନିର୍ବାଚନରେ
ପ୍ରଚାର କରିବା ଉଚିତ ନୁହେଁ,
ପ୍ରକୃତ ଯୋଗ୍ୟ ଆଉ ଦକ୍ଷ ପ୍ରାର୍ଥୀ ସବୁ
ବିଜୟୀ ହୁଅନ୍ତୁ ସମାଜ ଚାହେଁ।

ଏଭଳି ଉକ୍ତି ରଖିଥିଲେ ଯେଉଁ ଲୋକ
ନାମ ଥିଲା ତାଙ୍କର ବିଜୁ ପଟ୍ଟନାୟକ।।୧।।

ମୁଖ୍ୟମନ୍ତ୍ରୀ ଭାବେ ଉପ-ନିର୍ବାଚନର
ପ୍ରଚାରେ ସେ ଭାଗ ନେଇ ନଥିଲେ,
ରାଜନୀତି ମୈଦାନ ସ୍ୱଚ୍ଛ କରିବାକୁ
ମନ୍ତ୍ରୀଙ୍କ ସମ୍ପତ୍ତି ଜଣାଇ ଦେଲେ।

ଏଭଳି ନୂଆ କୀର୍ତ୍ତିମାନ ସ୍ଥାପନ କଲେ
ଦେଶରେ ଓଡ଼ିଶା ଗୌରବ ବଢ଼ାଇ ଦେଲେ।।୨।।

ଏବେ ଉପ-ନିର୍ବାଚନ ଜିତିବା ପାଇଁ
ମୁଖ୍ୟମନ୍ତ୍ରୀ ଆଗେ ମୈଦାନ ଯାଇ,
ନୂଆ ଘୋଷଣାର ପେଡ଼ି ଫିଟାଇ ଦେଇ
ଭୋଟର ସାମ୍ନାରେ ଦିଅନ୍ତି ଥୋଇ।

ରାଜନୀତି କ୍ଷେତ୍ର ନିର୍ମଳ କରିବା ପାଇଁ
ଦଳ ବା ନେତାଙ୍କ ସାମାନ୍ୟ ଦରଦ ନାଇଁ।।୩।।

ପୁଣି ଅନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନେଇ
ନୂଆପଡ଼ା ଭୂଇଁ କମ୍ପି ଉଠଇ,
ଭୋଟରଙ୍କୁ ମିଠା ମିଠା କଥା ଶୁଣାଇ
ମତ ନେବା ଲାଗି ହୁଅନ୍ତି ବାଇ।

ଆଉ କିଏ ଭୋଅଟ ନେଉଛି ଟଙ୍କା ଦେଇ
କିଏ ତାହା ହାସଲ କରୁଛି ଧମକାଇ।।୪।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ପୁଣିଥରେ କାଳୀଚରଣ ଦାସ (ଭାଗ ୪୭)
Literature

ପୁଣିଥରେ କାଳୀଚରଣ ଦାସ (ଭାଗ ୪୭)

by Manas Ranjan Mahapatra
October 28, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୮ ଅକ୍ଟୋବର ୨୦୨୫ କାଳୀଚରଣ ଦାସଙ୍କୁ ଏବେ ପାଇଲି। ସେ ରହୁଛନ୍ତି ଲକ୍ଷ୍ମୀସାଗରରେ, ଭୁବନେଶ୍ୱରରେ। ଏବେ ବି କିଛି ପ୍ରକାଶନ ସଂସ୍ଥା...

Read more
ସତରେ ଏମିତି ହୁଅନ୍ତା କି – ୨୧

ସତରେ ଏମିତି ହୁଅନ୍ତା କି – ୨୧

October 27, 2025
ସତରେ ଏମିତି ହୁଅନ୍ତା କି – ୨୦

ସତରେ ଏମିତି ହୁଅନ୍ତା କି – ୨୦

October 22, 2025
ନୂଆପଡ଼ା ଉପ-ନିର୍ବାଚନ

ନୂଆପଡ଼ା ଉପ-ନିର୍ବାଚନ

October 21, 2025
ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)

October 14, 2025
ଶ୍ରବଣବାଧିତ

ଶ୍ରବଣବାଧିତ

October 14, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.