• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅବତରଣ

ଅବତରଣ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୭ ସେପ୍ଟେମ୍ବର ୨୦୨୨

ଏଥରକ ହୁଏତ ମୁଁ ପାଇପାରେ
ପାଲିଙ୍କି,ଛତା ଆଉ ଜୋତା
କାଲିଠାରୁ ଏ ସହର ଲୋକମାନେ
ଆରମ୍ଭ କରିଦେଲେଣି ଚୁପିଚୁପି କଥା
ପବନରେ ଉଡ଼ିବୁଲେ କେଉଁ ଏକ
ଅଦୃଶ୍ୟ ମୁକୁଟ
ବହୁ ଦିନୁ ଖୋଜୁଥିବା ସିଂହାସନ ନେଇ
କେହି ଜଣେ ଆସୁଅଛି ଅଜସ୍ର ଆଲୁଅ ଜାଳି
କରି ଥାଟ ବାଟ

ଦେଇପାରିନି ନଅର ଦୁଆରେ ସିପାହୀକୁ
ଉପହାର ବହୁକାଳ ଧରି
ସେଇଥିପାଇଁ ତ ଛାତ ନାଇଁ ଜୋତା ନାଇଁ
ଛତା ମିଳିବାରେ ଏ ଡେରି

ସବୁ ଅପେକ୍ଷାର ଯବନିକା ସରିଯିବ
ଏଥରକ ଆସିବ ସକାଳ
ମୁଁ ଥାଏ କି ନଥାଏ
ଏବେ ସିଂହାସନ ଆସିବାର ବେଳ

ଦେଖ ,ମୋ ଜାହାଜ
ପହଞ୍ଚିବ କାଲି ସେଇ ନଗରୀର ଉପକୂଳ l

ମାନସ ରଞ୍ଜନ ମହାପାତ୍ର ଜଣେ ବିଶିଷ୍ଟ ସାହିତ୍ୟିକ, ରାଷ୍ଟ୍ରୀୟ ପୁସ୍ତକ ଟ୍ରଷ୍ଟର ପୁର୍ବତନ ସମ୍ପାଦକ ଏବଂ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର ମୁଖ୍ୟ । ଦୂରଭାଷ ନଂ ୯୮୯୧୯୪୬୧୭୮
Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.