• About
  • Contact
Thursday, June 25, 2026
Thursday, June 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ପାପ ଭାରି ଅଳିଆ

ପାପ ଭାରି ଅଳିଆ
Share on FacebookShare on Xshare on Whatsappshare on Linkedin

ଭକ୍ତ ଚରଣ ସାହୁ, ଯାଜପୁର,୧୮ ଅଗଷ୍ଟ 

ପାପ ପୂଣ୍ୟ ଦୁଇ ଭାଇ
ପାପ ଭାରି ଅଳିଆ ।
ପୂଣ୍ୟ ଭାରି ସରଳିଆ
ନୁହେଁ ତା’ ଭଳିଆ ।। (୦)

ପାପ ଘନ ଅନ୍ଧକାର
ପୂଣ୍ୟ ସୂର୍ଯ୍ୟାଲୋକ ।
ପାପ ନରକ ଯନ୍ତ୍ରଣା
ପୂଣ୍ୟ ସ୍ୱର୍ଗ ସୁଖ ।।
ପୂଣ୍ୟ ପାଣି ନିରିମଳ
ପାପ ପାଣି ଗୋଳିଆ..(୧)

ପାପ ସାଥେ ଭାବ କଲେ
ଲାଗିଯିବ ପାତକ ।
ଘାଣ୍ଟି ଗୋଳି ମାରିବସେ
ସିଏ ଯେଣୁ ଘାତକ ।।
ପୂଣ୍ୟ ସାଥେ ଭାବ କଲେ
ସାହା ହେବେ କାଳିଆ..(୨)

 

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

Vipul’s Voice:Burden of the Known
More

Vipul’s Voice:
Burden of the Known

by Vipul Agarwal
June 19, 2026

Vipul Agarwal, Delhi, 19 June 2026 While reading horoscopes, I often wonder whether a person can see the future clearly...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.