• About
  • Contact
Saturday, April 18, 2026
Saturday, April 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଲହର

ଲହର
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୧ ଜୁନ୍ ୨୦୨୩

ତାରାର ଆକାଶ ନୁହେଁ
ଦିଅ ଗୋଟେ ମାଟିର ଆକାଶ
ପବନର ଶ୍ଵାସ ନୁହେଁ
ଦିଅ ମୁଠେ ଫୁଲର ବିଶ୍ଵାସ

ସମୁଦ୍ରରେ ଭେଳା ବାନ୍ଧି ଦିଗ୍ ବିଜୟର ସ୍ଵପ୍ନ
ସରିଯିବା ଆରମ୍ଭୁ ଏଇଠୁ ନାବିକର
ଫେରନ୍ତା ସଙ୍ଗୀତ
ପର୍ବତର ପାଦତଳେ ଠିଆ ହୋଇ
ଆକାଶ ଆରୋହିବାର ବିନୀତ ଆବେଗ
ଏଇଠୁ ପାଲଟୁ ମିଛ ଶବ୍ଦର ଅନ୍ଧ ରାଜପଥ

ଏଇଠୁ କାଠହଣା ର ଶବ୍ଦ ଓ
ଝରଣାର କୁଳୁକୁଳୁ ଗୀତ
ଘଡ଼ଘଡ଼ିର ବିମାନରେ ଶୋଇପଡ଼ନ୍ତୁ ନିରବରେ
ସଞ୍ଜ ଆସୁ ଧୂଳି ଖେଳ ଫେରନ୍ତା ପିଲାର
ଅପୂର୍ବ ସମ୍ମୋହିତ ଅନୁରାଗ ହୋଇ
ସବୁ ଶବ୍ଦ ନଈ ହେଉ
ସବୁ ଗୀତ ପାଲଟୁ ଲହର
ସବୁ ତାରା ଝଟକନ୍ତୁ ଫୁଲ ଓ ଫଗୁଣ ହୋଇ
ଆକାଶ ମଥାରେ
ତଳେ ଥାଉ ବିମୁକ୍ତ ହୃଦୟଟିଏ
ଗାଇଯାଉ ବାରମ୍ବାର ତମ ସୃଷ୍ଟି ବିଚିତ୍ର ପ୍ରଭାରେ ।।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ମହା ବିଷୁବ ସଂକ୍ରାନ୍ତି
Literature

ମହା ବିଷୁବ ସଂକ୍ରାନ୍ତି

by ଦେବେନ୍ଦ୍ର କୁମାର ସାହୁ
April 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...

Read more
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.