• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଗାନ୍ଧୀ ଜୟନ୍ତୀ ରେ ନିର୍ଭୀକ ସ୍ଵତନ୍ତ୍ର ସଂଖ୍ୟା ଉନ୍ମୋଚିତ

ଗାନ୍ଧୀ ଜୟନ୍ତୀ ରେ ନିର୍ଭୀକ ସ୍ଵତନ୍ତ୍ର ସଂଖ୍ୟା ଉନ୍ମୋଚିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨ ଅକ୍ଟୋବର ୨୦୨୩

ଭୁବନେଶ୍ବର ରେଡ୍ କ୍ରସ ଭବନ ସମ୍ମିଳନୀ କକ୍ଷରେ ଗାନ୍ଧୀ ଜୟନ୍ତୀ ଅବସର ରେ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ନିର୍ଭୀକ (ଗାନ୍ଧୀ ଜୟନ୍ତୀ) ସ୍ଵତନ୍ତ୍ର ସଂଖ୍ୟା ବିଶିଷ୍ଟ ଗାନ୍ଧୀବାଦୀ ଜନନାୟକ, ନିଶା ମୁକ୍ତି ଆନ୍ଦୋଳନ ର ପୁରୋଧା ଶ୍ରୀ ପଦ୍ମ ଚରଣ ନାୟକ, ଗାନ୍ଧୀ ବାଣୀ, ଭାରତୀୟ ସଂସ୍କୃତି ତଥା ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ର ଅନ୍ୟତମ ପ୍ରଚାରକ ପଦ୍ମଶ୍ରୀ ପ୍ରଫେସର୍ ଡଃ କିରଣ ସେଠ୍ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟିନୀ କବିୟତ୍ରୀ ପ୍ରଧ୍ୟାପିକା ଡଃ ମନୋରମା ବିଶ୍ଵାଳ ମହାପାତ୍ର ଙ୍କ ଦ୍ଵାରା ଉନ୍ମୋଚିତ ହୋଇ ଯାଇଛି ।

ସତ୍ୟ, ଅହିଂସା, ସତ୍ୟାଗ୍ରହ ଓ ନିର୍ଭୀକତା ହିଁ ଗାନ୍ଧିଜୀ ଙ୍କ ଜୀବନର ଆଦର୍ଶ ଥିଲା ଏବଂ ଏହି ନୀତି ଆଦର୍ଶ ର ଅନୁଗାମୀ ହେଲେ ସଫଳତା ନିଶ୍ଚୟ ମିଳି ପାରିବ ବୋଲି। ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଗାନ୍ଧୀ ଜୟନ୍ତୀ ତଥା ନିର୍ଭୀକ ର ଗାନ୍ଧୀ ବିଶେଷାଙ୍କ ଉନ୍ମୋଚନ ଉପଲକ୍ଷେ ମହାତ୍ମା ଗାନ୍ଧୀ ଏବଂ ନିର୍ଭୀକ ର ପ୍ରତିଷ୍ଠାତା ସ୍ୱର୍ଗତଃ ଶରତ କୁମାର କରଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ଜାଳି ଅତିଥି ମାନେ ଉତ୍ସବ ଉଦ୍ ଘାଟନ କରିଥିଲେ । ଏହି ଉତ୍ସବରେ ଅଧ୍ୟକ୍ଷତା ପ୍ରାକ୍ତନ ଆୟକର କମିଶନର ଶ୍ରୀ ଶୋଭନ କର ଗାନ୍ଧିଜୀ ଙ୍କ ନୀତିବାଣୀ ଅନୁସାରେ ସେବା କୁ ତପସ୍ୟା ବୋଲି ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

ପ୍ରାରମ୍ଭରେ “ନିର୍ଭୀକ” ର ସଂପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସ ସ୍ବାଗତ ଭାଷଣ ଦେଇ ଗାନ୍ଧିଜୀ ଙ୍କ ନୀତି ଓ ଆଦର୍ଶ କୁ ପାଥେୟ କରି ନିର୍ଭୀକ ଆଗକୁ ବଢିବ ବୋଲି କହିଥିଲେ ।

ଆକାଶ ବାଣୀ ତଥା ଦୂରଦର୍ଶନ ର ସ୍ଵୀକୃତି ପ୍ରାପ୍ତ କଣ୍ଠ ଶିଳ୍ପୀ ମୁକୁନ୍ଦ ଦେବ ସାହୁ ଓ ସାଥୀ କଳାକାର ମାନଙ୍କ ଦ୍ଵାରା ଗାନ୍ଧିଜୀ ଙ୍କ ପ୍ରିୟ ଭଜନ ପରିବେଷିତ ହୋଇ ଉତ୍ସବ ସ୍ଥଳରେ ଅତ୍ୟନ୍ତ ଭାବମୟ ପରିବେଶ ସୃଷ୍ଟି କରିଥିଲା।

ଶେଷରେ ସିପ୍ରା କର ଧନ୍ୟବାଦ୍ ଦେଇଥିଲେ ।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.