• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନିରବରେ ନିରବତାରେ ନିରାପଦରେ

ନିରବରେ ନିରବତାରେ ନିରାପଦରେ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୨ ଅଗଷ୍ଟ ୨୦୨୨

ତୁମେ କେତେ ଅସହାୟ
ହେ ପ୍ରକୃତି, ହେ ଈଶ୍ୱର !

ଠିକାଦାରମାନଙ୍କ ସହରରେ
କାହିଁକି ଅସହାୟ ହେଇ
ବଞ୍ଚିଥାଅ ଆଜିକାଲି

ସବୁ ଅନାମ ନିଖୋଜ
ଏ ସହରେ ଖାଲି ମରୁବାଲି
ଅଜଣା ଉପଦ୍ଵୀପରେ
ସମସ୍ତେ ନିଖୋଜ
କେଉଁଠି ଅଛ ଯେ ତମେ
ସବୁ ଏଠି କ୍ଷତର ବଜାର

ସବୁ ନିଜ ନିଜ ଖୋଳପା ଭିତରେ
ଏଠି କେହି କାହାର କେବେ ବି କେଉଁଠି
ଦେଖାହେବାର ନାହିଁ
ତୁମେ ଅଛ ତ ଥାଅ ତୁମ ମନ୍ଦିରରେ
ନିରାପଦ ନିଜତ୍ବରେ
ତୁମ ପାଚେରୀ ସେପାଖେ ଘଟୁଛି ତ ଘଟୁ
କେତେ ନା କେତେ ଦୁର୍ଘଟଣା
ତୁମେ ବଞ୍ଚି ରୁହ ଅସହାୟ ଈଶ୍ୱର
ନିରବରେ,ନିରବତାରେ !

ମାନସ ରଞ୍ଜନ ମହାପାତ୍ର ଜଣେ ବିଶିଷ୍ଟ ସାହିତ୍ୟିକ, ରାଷ୍ଟ୍ରୀୟ ପୁସ୍ତକ ଟ୍ରଷ୍ଟର ପୁର୍ବତନ ସମ୍ପାଦକ ଏବଂ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର ମୁଖ୍ୟ ।  ଦୂରଭାଷ ନଂ ୯୮୯୧୯୪୬୧୭୮
Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)
Literature

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)

by Manas Ranjan Mahapatra
October 14, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଅକ୍ଟୋବର ୨୦୨୫ ପୁରୀରେ ମୋ ଉପର ବ୍ୟାଚରେ ଏମ୍.ଏ. ଇଂରାଜୀରେ ପଢୁଥିଲେ ଜଣେ ଗଣେସ୍ଵର ବେହେରା, ନିମାଇଁ ପଟ୍ଟନାୟକ, ହିମାଂଶୁ...

Read more
ଶ୍ରବଣବାଧିତ

ଶ୍ରବଣବାଧିତ

October 14, 2025
ଥରେ ବାପା ହେଲା ପରେ

ଥରେ ବାପା ହେଲା ପରେ

October 14, 2025
ଅଦ୍ୱିତୀୟ ଶରତ !!

ଅଦ୍ୱିତୀୟ ଶରତ !!

October 12, 2025
ହେ ଉତ୍କଳମଣି!

ହେ ଉତ୍କଳମଣି!

October 9, 2025
ରାଜନୀତି – ୪

ରାଜନୀତି – ୪

October 7, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.