• About
  • Contact
Sunday, April 19, 2026
Sunday, April 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଜନ୍ମପୀଠରେ ମଧୁବାବୁଙ୍କ ୧୭୭ ତମ ଜୟନ୍ତୀ

ଜନ୍ମପୀଠରେ ମଧୁବାବୁଙ୍କ ୧୭୭ ତମ ଜୟନ୍ତୀ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୮ ଅପ୍ରେଲ ୨୦୨୪

ଓଡ଼ିଆ ଅସ୍ମିତାର ଅଗ୍ରପୂଜ୍ୟ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ୧୭୭ ତମ ଜୟନ୍ତୀ ଅବସରରେ ତାଙ୍କ ଜନ୍ମପୀଠ ସତ୍ୟଭାମାପୁର ସ୍ଥିତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଶରତ କର ଓ ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପ୍ରାକ୍ତନ ଆୟକର କମିଶନର ଶ୍ରୀଯୁକ୍ତ ଶୋଭନ କର । ତାଙ୍କ ସହିତ ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ ଏବଂ ମାହାଙ୍ଗା ମୈତ୍ରୀ ମଞ୍ଚ ପକ୍ଷରୁ ସମ୍ପାଦକ ଅବନୀ ଚନ୍ଦ୍ର ଦାସ ଙ୍କ ସମେତ ସଲିଡ଼ାରୀଡ଼ାଡ୍ ସ୍ବେଚ୍ଛାସେବୀ ସଂଗଠନ ର ଓଡ଼ିଶା ମୁଖ୍ୟ ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ ମଧୁବାବୁଙ୍କ ସ୍ମୃତିପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

ଜୟନ୍ତୀ ଅବକାଶ ରେ ମଧୁସୂଦନଙ୍କ ସ୍ମୃତିଚାରଣ କରି ଶ୍ରୀ ଶୋଭନ କର କହିଛନ୍ତି ଓଡ଼ିଆ ଜାତିର ସ୍ୱାଭିମାନକୁ ବିଶ୍ଵରେ ବିଧିବଦ୍ଧ ପ୍ରତିଷ୍ଠା କରିବାପାଇଁ ତାଙ୍କର ଏକନିଷ୍ଠ ଉଦ୍ୟମ ଅବିସ୍ମରଣୀୟ ହୋଇ ରହିଛି । ଉତ୍କଳ ଗୌରବ ମଧୁସୂଦନ ସମଗ୍ର ମାନବ ଜାତି ପାଇଁ ପ୍ରେରଣାର ଉତ୍ସ ଓ ସେଇଥିପାଇଁ ତାଙ୍କୁ “ଭାରତ ରତ୍ନ” ଉପାଧୀରେ ମଣ୍ଡିତ କରାଯିବା ଦରକାର ।

Nirvik Bureau

Nirvik Bureau

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୪)

by ଭବେଶ ଚନ୍ଦ୍ର କର
April 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଏପ୍ରିଲ ୨୦୨୬ ସକାଳୁ ସକାଳୁ ଉଠିପଡ଼ି ନିତ୍ୟକର୍ମ ସାରି କୁଆଡ଼େ ଯିବା ପାଇଁ ବାହାରି ପଡ଼ିଲା ମନ୍ମଥ। ମୁଁ ପଚାରିବାରୁ...

Read more
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.