Monday, January 20, 2025
Monday, January 20, 2025
ଶ୍ରୀ ବନମାଳୀ ମିଶ୍ର

ଶ୍ରୀ ବନମାଳୀ ମିଶ୍ର

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମରେ ଜନ୍ମିତ ଶ୍ରୀ ବନମାଳୀ ମିଶ୍ର ଏକାଧାରରେ ଜଣେ କଵି ଓ ଗାଳ୍ପିକ ଭାଵେ ସୁପରିଚିତ। ଜଣେ ଦିଵ୍ୟାଙ୍ଗ ହେଲେ ମଧ୍ୟ ସେ କୋୖଣସି ପରିସ୍ଥିତି ରେ ପଛଘୁଞ୍ଚା ଦେଇନାହାନ୍ତି।ସାମ୍ପ୍ରତିକ ସମାଜରେ ଦୃଶ୍ୟମାନ ହେଉଥିବା ଅନେକ ଚିନ୍ତାଜନକ ସମସ୍ୟାର ଵ୍ୟଙ୍ଗାତ୍ମକ ଉପସ୍ଥାପନା ତାଙ୍କ ଲେଖାରେ ଦୃଶ୍ୟମାନ ହୁଏ।। କଵିତାର ଗତିଶୀଳତା ରେ ବିସ୍ମିତ ଓ ବିମୁଗ୍ଧ ହୁଏ ପାଠକ, ସମ୍ବେଦନଶୀଳତା ରେ ବିଗଳିତ ହୁଏ ତାର ପ୍ରାଣ, ଲୁହ ଟଳମଳ ହୁଏ ତାର ଆଖି।

ମୋ – ୯୧୭୮୨୪୯୭୪୦