Saturday, January 18, 2025
Saturday, January 18, 2025
ମହନ୍ତ ରାମକୃଷ୍ଣ ଦାଶ

ମହନ୍ତ ରାମକୃଷ୍ଣ ଦାଶ

ମହନ୍ତ ରାମକୃଷ୍ଣ ଦାଶ, ଭିଡ଼ ଭିତରେ ବାରି ହୋଇ ପଡୁଥିବା ନିଆରା ସ୍ରଷ୍ଟା ଜଣେ। ସୃଜନଶୀଳତା ଓ ଚରିତ୍ରଚୟନ ରେ ସେ ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର। ସେ କହୁଥିବା କଥା ସବୁ ମାଟିର କଥା; ସେ ଭେଟିଥିବା ଚରିତ୍ର ସବୁ ମାଟିର ଚରିତ୍ର।
ମୋବାଇଲ ନମ୍ବର ୮୮୯୫୧୬୩୧୮୭