• About
  • Contact
Sunday, February 15, 2026
Sunday, February 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆୟୁଷ

ଆୟୁଷ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ,‌ ୮ ଜାନୁଆରୀ ୨୦୨୪

ଦୁଃଖୀ ପାଇଁ ଅସରା ସେ ସୁଖୀ ପାଇଁ ଅଭୋଗା ହିଁ ହୁଏ ।
ଚାହିଁଲେ ସରେନି ଯମା ଚାହିଁଲେ ବି ରୁହେନି ଘଡ଼ିଏ।।
ଘଡ଼ା ପୁରିଗଲେ ଘୋଟେ ମୃତ୍ୟୁମେଘ ଶ୍ୟାମଳ ରଙ୍ଗରେ।
ସମୟ ଆକଟ କରେ ଫେରିବାକୁ ଠିକଣା ବେଳାରେ।।

ଆୟୁଷ ଆଶାରେ ଜିଏଁ ଆଶ୍ରୟରେ ସାରିବାକୁ ଦିନ।
ବାଟସାରା ଚାଲୁଥାଏ ଝୁଣ୍ଟିଝୁଣ୍ଟି ଅନ୍ଧାର ଗହନ।।
ଅଣ୍ଟି-କଉଡ଼ି ପରିକା ସରୁଥାଏ ଧିରେ ଧିରେ ଧିରେ।
ଭରିବା ଭ୍ରମକୁ ନେଇ କାହିଁ କେତେ କୁହୁଡ଼ି ପ‌ହଁରେ।।

ନିଶ-ପାଣି ପାଇଁ ଶୋଷ ସଞ୍ଚୁଥାଏ ଥାକଥାକ କରି।
ଆୟୁଷ୍ମାନ ସୁଖ ପାଇଁ ଛନ୍ଦୁଥାଏ ଜୀବନ ଅନ୍ଧୁରୀ।।
ଅହରହ କୁଆଁମେଲି ହସୁଥାଏ ସରିବା ସମୟ।
ଯେଉଁଠି ଜୀବନ ଲାଗେ ମଧୁମୟ ଭାରି ମଧୁମୟ।।

ଆୟୁଷ ଖିଆଲ ଖିଏ ଖଇଫୁଟା ତାତି ଜୀବନର।
ଅସରା ଆଶାର ଦେହେ ମୋହଟିକେ ବଳକା ଦିନର।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଦେଖିବାକୁ ଇଚ୍ଛା
Literature

ଦେଖିବାକୁ ଇଚ୍ଛା

by ପ୍ରଭୁକଲ୍ୟାଣ ମହାପାତ୍ର
February 10, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୬ ତୋତେ ଟିକେ ଦେଖିବାକୁ ମନେ ଭରେ ଇଚ୍ଛା, ସଂସାର ଜଞ୍ଜାଳ ଏଣେ ଛାଡ଼ୁ ନାହିଁ ପିଛା । ।।୧।।...

Read more
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
ବିସ୍ମୃତ ବିଜୟ (ଭାଗ ୬୦)

ବିସ୍ମୃତ ବିଜୟ (ଭାଗ ୬୦)

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.