• About
  • Contact
Sunday, December 7, 2025
Sunday, December 7, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅଭିନନ୍ଦନ-୨୦୨୪

ଅଭିନନ୍ଦନ-୨୦୨୪
Share on FacebookShare on Xshare on Whatsappshare on Linkedin
ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୧ ଜାନୁଆରୀ ୨୦୨୪

ଅଭିନନ୍ଦନର
ମହ ମହ ବାସ୍ନା
ବାସୁଛି ଗାଁ ସହରେ,
ସ୍ବାଗତ ଶୁଭେଚ୍ଛା
ମଙ୍ଗଳ କାମନା
ଶୁଭୁଛି ସଭିଙ୍କ ସ୍ବରେ ।

ନୂଆ ବର୍ଷ ଆସେ
ପୁରୁଣା ହୋଇବ
ସମ୍ପର୍କ ସତେଜ ଥାଉ,
ଅଭିନନ୍ଦନ ଓ
ସ୍ବାଗତ ଶୁଭେଛା
ଶାନ୍ତି ପ୍ରୀତି ଭରି ଦେଉ ।

ମଙ୍ଗଳ କାମନା
ସଭିଏଁ କରନ୍ତି
ବିଭୁପାଦେ ମଥାପାତି,
ରାତି ପାହିଗଲେ
ସୂରୁଜ ଉଇଁଲେ
ମିଳୁ ପ୍ରେମ ସୁଖ ଶାନ୍ତି ।

କବି ଗଦାଧର ସାହୁ

କବି ଗଦାଧର ସାହୁ

ବ୍ରହ୍ମଗିରି, ପୁରୀ
ଦୂରଭାଷ + ୭୨୦୫୪୦୧୨୧୩

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.