• About
  • Contact
Saturday, June 27, 2026
Saturday, June 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୧ ଫେବୃଆରୀ ୨୦୨୬

ମା’ର କଣ୍ଠରୁ ଯେଉଁ ଭାଷା ଝରି
ଛୁଇଁଲା ହୃଦୟ ମୋର
ମା ପରି ସିଏ ପୂଜନୀୟା ମୋର
ସିଏ ମୋ ହୃଦୟ ସ୍ୱର।
ମୋ ପାଇଁ ମୋ ଭାଷା ସରସ ମଧୁର
ତା ବିକଳ୍ପ ନାହିଁ କାହିଁ
ମୋ ଅନ୍ତର କଥା ମୋ ମାତୃଭାଷାରେ
ସହଜେ ମୁଁ ପ୍ରକାଶଇ।
କେବେ ସେ ସରଳ କେବେ ସେ ସମ୍ଭ୍ରାନ୍ତ
ରୂପ ପାଏ ଲେଖନୀରେ
କେବେ ହୃଦ ଛୁଆଁ ସ୍ୱର ଝଙ୍କାରରେ
ହସାଏ କନ୍ଦାଏ ନରେ।
ମାତୃ ଭାଷା କେଡେ ଆପଣା ର ମୋର
ତା ପାଇଁ ମୋ ପରିଚୟ
ମୋ ଜୀବନ ମୋର ଦେହେ ଥିବାଯାଏ
କରୁଥିବି ତା’ର ଜୟ।

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.