• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅଦ୍ୱିତୀୟ ଶରତ !!

ଅଦ୍ୱିତୀୟ ଶରତ !!
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୨ ଅକ୍ଟୋବର ୨୦୨୫

ତୁମେ ହିଁ ତୁମର ତୁଳନା
ତୁମ ଗୁଣେ ତୁମେ ଅଦ୍ୱିତୀୟ
ତୁମର ମଧୁର କଥା ପାଇଁ
ତୁମେ ସର୍ବଗ୍ରାହୀ ମହନୀୟ.
ତୁମେହେ ତୁମର ବକ୍ତବ୍ୟ ରେ
ବଶୀଭୂତ କର ମନ ପ୍ରାଣ
ତୁମେ ତ ତୁମର କର୍ତ୍ତବ୍ୟକୁ
ସଫଳେ କରିଛ ସମ୍ପାଦନ.
ପ୍ରବାଦ ପୁରୁଷ ଜୀବନୀ ରେ
ତୁମେ ଅମଳିନ ପୃଷ୍ଠାଟିଏ
ତାଙ୍କ ନାମ ସହ ତୁମ ନାମ
ଓଡ଼ିଆ ଶ୍ରଦ୍ଧାରେ ନେଇ ଥାଏ.
ତୁମ ବାଗ୍ମୀତାରେ ଜ୍ଞାନୀ ଗୁଣି
ଦେହ ମନ ପ୍ରାଣ ବଶୀଭୂତ
ଓଡ଼ିଆ ଅସ୍ମିତା ସୁରକ୍ଷା ରେ
ହୋଇଯାଇଛନ୍ତି ସମର୍ପିତ.
ମାହାଙ୍ଗା ମାଟିର ଇତିହାସେ
ତୁମେ ଅବିଛେଦ୍ୟ ପୃଷ୍ଠା ଟିଏ
ତୁମ ପୂଣ୍ୟ ତିଥି ଅବସରେ
ତୁମ ପାଇଁ ମାଟି ଲୁହ ଝରାଏ.
ଶରତ କର—–ଅମର ରହେ

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)
Literature

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)

by Manas Ranjan Mahapatra
October 14, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଅକ୍ଟୋବର ୨୦୨୫ ପୁରୀରେ ମୋ ଉପର ବ୍ୟାଚରେ ଏମ୍.ଏ. ଇଂରାଜୀରେ ପଢୁଥିଲେ ଜଣେ ଗଣେସ୍ଵର ବେହେରା, ନିମାଇଁ ପଟ୍ଟନାୟକ, ହିମାଂଶୁ...

Read more
ଶ୍ରବଣବାଧିତ

ଶ୍ରବଣବାଧିତ

October 14, 2025
ଥରେ ବାପା ହେଲା ପରେ

ଥରେ ବାପା ହେଲା ପରେ

October 14, 2025
ହେ ଉତ୍କଳମଣି!

ହେ ଉତ୍କଳମଣି!

October 9, 2025
ରାଜନୀତି – ୪

ରାଜନୀତି – ୪

October 7, 2025
ବୁଢ଼ାଭାଇ ଗଙ୍ଗାଧର ମହାନ୍ତି (ଭାଗ ୪୫)

ବୁଢ଼ାଭାଇ ଗଙ୍ଗାଧର ମହାନ୍ତି (ଭାଗ ୪୫)

October 7, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.