• About
  • Contact
Monday, March 23, 2026
Monday, March 23, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆମେ ଶିଶୁ

ଆମେ ଶିଶୁ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ନଭେମ୍ବର ୨୦୨୪

ଆମେ ଶିଶୁ, ଆମେ ଶିଶୁ
ଜାତି କି ଧରମ ଜାଣି ନାହୁଁ ଆମେ
ସଭିଙ୍କୁ ଦେଖିଣ ଆମେରେ ହସୁ.

ଆମେ ଶିଶୁ, ଆମେ ଶିଶୁ
ପାପ ପୂଣ୍ୟ କା’ର ହିସାବ ନକରି
ଆପଣା ପଣରେ ସବୁଠି ବସୁ.

ଆମେ ଶିଶୁ, ଆମେ ଶିଶୁ
ଶୁଦ୍ଧ ସ୍ନେହ ପ୍ରେମ ଦେଖି ମଣିଷର
ସେ ମଣିଷ ପାଶେ ଧସେଇ ପସୁ.

ଆମେ ଶିଶୁ, ଆମେ ଶିଶୁ
ଆମ ପ୍ରତି ଯିଏ କରଇ ଛଳନା
ତା ପାଖରୁ ଆମେ ହସିକି ଖସୁ.

ଆମେ ଶିଶୁ, ଆମେ ଶିଶୁ
ଆମ ନୃତ୍ୟ ଛନ୍ଦ ନିଷ୍କପଟ କର୍ମେ
ପ୍ରାଣୀଙ୍କ ହୃଦୟ ପ୍ରେମରେ ଗ୍ରାସୁ.

ଆମେ ଶିଶୁ, ଆମେ ଶିଶୁ
ସମାଜ ର ଦୁଃଖ ଯାତନା ସବୁକୁ
ନିଷ୍ପାପ ହସରେ ନିମିଷେ ନାଶୁ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

କବିତା ଓ ଆମେ
Literature

କବିତା ଓ ଆମେ

by ଦେବେନ୍ଦ୍ର କୁମାର ସାହୁ
March 22, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୨ ମାର୍ଚ୍ଚ ୨୦୨୬ କବିତା କବିର ହୃଦୟର କଥା କେବେ ସେ ସରଳ କେବେ ସମ୍ଭ୍ରାନ୍ତ କବିତାର ସ୍ୱର ଅଜର ଅମର...

Read more
ଏପାଖ ସେପାଖ

ଏପାଖ ସେପାଖ

March 16, 2026
“ଟଙ୍କା ଖିଆ, ନରାସୁର”

“ଟଙ୍କା ଖିଆ, ନରାସୁର”

March 14, 2026
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.