• About
  • Contact
Monday, August 24, 2026
Monday, August 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅନ୍ଧାର

ଅନ୍ଧାର
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୨୮ ନଭେମ୍ବର ୨୦୨୨

ଅନ୍ଧାର ର ଆରପାଖ ସୁନ୍ଦର କି ଅନ୍ଧକାର ବିନା।
ଆରପାଖ ଅନ୍ଧାରରେ ଚେଇଁଗଲେ ମନ୍ମୟ ଭାବନା।।
ଅନ୍ଧାରର ଛାତିଚିରି ଚରିଗଲେ ଚେନାଏ ଆଲୁଅ।
ଭୋଗିବା ଭିଡ଼ରେ ଆଗେ ଅନ୍ଧାର ତ ଖାଲି ଦେହମୟ।।

କୋଉ ଅନ୍ଧକାର ଦେହେ ଲେଖିହୁଏ ଆଲୁଅର କଥା।
କୋଉ ଅନ୍ଧକାର ଦେହେ ଆଲୁଅଟେ କବିତା କବିତା।।
ଅନ୍ଧାର ଖୋଦେଇକରା ଖମାରଟେ ଆଲୁଅ ଧାରାର।
ଯେଉଁଠି ଖିଆଲ ଖେଳେ ଖଡିରଙ୍ଗେ ଆଲୁଅ ଦି ଧାର।।

ଆରପାଖ ଆଲୁଅଟା ଲୁଚିଗଲେ ଅନ୍ଧାର ଛାତିରେ।
ଅନ୍ଧାର କି ଲେଖିବସେ ସ୍ବପ୍ନ ସବୁ ପାହାନ୍ତି ଆଖିରେ।।
ଅନ୍ଧାର ବିନା ଆଲୁଅ କାଇଁ ହୁଏ ପାହାନ୍ତିଆ ନିଦ।
ଆଲୁଅ ବିନା ଅନ୍ଧାର ଲାଗେ ଖାଲି ଗଦାଏ ବାରୁଦ।।

ଅନ୍ଧାର ମୋକ୍ଷର ଦ୍ବାର ଅନ୍ଧାର ବି ଟିପେ ଅବସୋସ।
ଅନନ୍ତ ଅନ୍ଧାର ଦେହେ ଆଲୁଅ ବି ପାଏ ଜିବନ୍ଯାସ।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.