• About
  • Contact
Saturday, July 12, 2025
Saturday, July 12, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅପରାଜେୟ

ଅପରାଜେୟ
Share on FacebookShare on Xshare on Whatsappshare on Linkedin
ମାନସ ରଂଜନ ମହାପାତ୍ର, ପୁରୀ, ୧୦ ଫେବୃଆରୀ ୨୦୨୪

ତୁମେ ଜିତିବା ପାଇଁ
ମୋ ହାରିବା କ’ଣ ନିହାତି ଦର୍କାର?

ମୋର ଛିନଛତ୍ର ହେଇଯିବା
ହତାଶ ହେଇ ଘୁରି ବୁଲିବା ପାଗଳ ପଣରେ
ଯଦି ତୁମର ଆନନ୍ଦ
ସେଇ ହିଁ ମୋର ଶିରୋଧାର୍ଯ୍ଯ

ସବୁ ଜିତ୍ ରେ ଥାଏ ଗୋଟେ
ଅଦୃଶ୍ୟ ପରାଜୟର ସମ୍ଭାବନା
କିଏ ଜାଣେ କାଲି କାହା ମଥାରେ
ଲାଗିବ ମୁକୁଟ
ଚାଦର ଉଡ଼ିଯିବ ଏ କାନ୍ଧରୁ
ଆର କାନ୍ଧ

ପାରୁଚ ଯଦି ବଞ୍ଚେଇ ରଖ ନିଜ କାନ୍ଧକୁ କାଲି ପାଇଁ
ସାମ୍ନାରେ ଅପେକ୍ଷା କରିଛି
ଅନନ୍ତ ସମୟ !!

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ମୁସାଫେର
Literature

ମୁସାଫେର

by ପ୍ରଭୁକଲ୍ୟାଣ ମହାପାତ୍ର
July 8, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୮ ଜୁଲାଇ ୨୦୨୫ ଆମକୁ ଯିବାକୁ ହେବ ତ ଦିନେ ଅଫେରା ରାଜ୍ୟକୁ ଆଗ ପଛ ହୋଇ, ତଥାପି ମଣିଷ ବିକଳ କିଆଁ...

Read more
ସତରେ ଏମିତି ହୁଅନ୍ତା କି-୧୭

ସତରେ ଏମିତି ହୁଅନ୍ତା କି-୧୭

July 7, 2025
ଶେଷ ବସନ୍ତର ଚିଠି (ଭାଗ ୩୩)

ଶେଷ ବସନ୍ତର ଚିଠି (ଭାଗ ୩୩)

July 7, 2025
ଶ୍ରୀକ୍ଷେତ୍ର ରଥଯାତ୍ରାର ଶ୍ରେଷ୍ଠ ବାର୍ତ୍ତା

ଶ୍ରୀକ୍ଷେତ୍ର ରଥଯାତ୍ରାର ଶ୍ରେଷ୍ଠ ବାର୍ତ୍ତା

July 5, 2025
ଅନୁରାଧା

ଅନୁରାଧା

July 2, 2025
ସାଗର

ସାଗର

July 1, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.