• About
  • Contact
Monday, December 8, 2025
Monday, December 8, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅପରୂପା

ଅପରୂପା
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୧୦ ମାର୍ଚ୍ଚ ୨୦୨୩

ମୂର୍ତ୍ତି:— ସ୍ରଷ୍ଟାଙ୍କର ମହନୀୟ ପରିକଳ୍ପନା ତୂଳୀକାରେ
ଅଗ୍ନିରୁ ଶକ୍ତି ଗନ୍ଧର୍ବ ଠାରୁ ବଚନ
ଚନ୍ଦ୍ରମାରୁ ପବିତ୍ରତା
ଅନିର୍ବଚନୀୟ ଦିବ୍ୟ ପରିପୁଷ୍ଟା ।।

ସ୍ଥିତି:— ସାରା ସଂସାରର ମଥାପରେ
ଝଟକୁଥିବା ଥିବା ମଣି
ସହଯୋଗୀ ସହଯାତ୍ରୀ ସହଧର୍ମ ବତ୍ରରେ
ପ୍ରତିକ୍ଷଣ ପ୍ରସ୍ତୁତିରେ ପ୍ରସ୍ତାବିତ
ଅର୍ଦ୍ଧେକରେ ଅର୍ଦ୍ଧାଙ୍ଗିନୀ ।।

ପ୍ରୀତି:— ଦୁନିଆର ପତନରୁ ଉର୍ଦ୍ଧ୍ବାୟିତ ନୂତନତ୍ବ
ଅପୂର୍ବ ଅତୁଳନୀୟ ସୌନ୍ଦର୍ଯ୍ୟରେ
କାନ୍ତିର ସମାହାର
ପୁଲକିତ ଗତିଛନ୍ଦେ ବିଶାଳ ଗମ୍ଭୀର ।।

ଭକ୍ତି:— ବିଶ୍ବାସର ଅବିଶ୍ରାମେ
ଅତୀତର ବନ୍ଦ୍ୟା
ବର୍ତ୍ତମାନରେ ଶାନ୍ତିର ସୌରଭ
ଭବିତବ୍ୟର ନୈସର୍ଗିକ ଚେତନା
ଅଦୃଷ୍ଟର ସୁବର୍ଣ୍ଣ ସମ୍ଭାବନା ।।

ଶକ୍ତି:— ସମୟର ଅଗ୍ନି ଶିଖାରେ
ସର୍ବଦା ମନ୍ତ୍ର ସିଦ୍ଧ ଉଜ୍ଜଳତା
ସାମର୍ଥ୍ୟର ପରିଭାଷା
ନବପଲ୍ଲବ ତ୍ରିଶାଖା ବିଲ୍ବଦଳେ
ଆରାଧନା ଶିବାରୁଢା
ଶେଷ ନିଷ୍ପତ୍ତି ର ସମର୍ଥନ ।।

ମୈତ୍ରୀ:— ମିତ୍ରତାର ଅନୁପମା
ଅଯାଚିତ ଅନନ୍ୟା
ମୁହୂର୍ତ୍ତର ମୁଖରୁ ମୁଖରିତ
ମଗ୍ନମୟ ବିଭୋରତା
ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଶିଷ୍ଟ୍ୟତା ।।

ସ୍ମୃତି:— ଧୈର୍ଯ୍ୟର ସ୍ମାରକପତ୍ରେ
ସ୍ବାକ୍ଷରିତ
ଅବର୍ଣ୍ଣନୀୟ ରହସ୍ୟ ଭେଦୀ ମନ୍ତ୍ରଧ୍ବନୀ
ଦୃଢ଼ତାର କ୍ରାନ୍ତିରେ
ଶତରୂପା ସର୍ବଂସହା ।।

ସବୁପରେ ସେ ପୁଣି…………
ଦେବୀ ଆସନେ ଅଳଙ୍କୃତା
ଗୃହିଣୀର ଗହଣାରେ
ପାକ ହେଉଥିବା ଅନ୍ନପରି
ସିଝିଉଠେ, ମସଲା ପରି ବାଟି ହୋଇ ସ୍ବାଦ ବାଣ୍ଟେ ।
ପେଶଣାରେ ପେଶି ହୋଇ ନିଜକୁ ସମର୍ପି ଦେଇଛି ବସୁଧା କ୍ଷମା ମନ୍ତ୍ର ତୋଳି ବୋଲି ତ ଆଜି ଏ ଦୁନିଆ ମୁଖରେ ହସ ଫୁଟେ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.