• About
  • Contact
Sunday, June 22, 2025
Sunday, June 22, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅସମାନ୍ତର

ଅସମାନ୍ତର
Share on FacebookShare on Xshare on Whatsappshare on Linkedin
ମାନସ ରଂଜନ ମହାପାତ୍ର, ପୂରୀ, ୪ ଅକ୍ଟୋବର ୨୦୨୩

ଆଉ କୌଣସି ସ୍ଵୀକାରୋକ୍ତି
ମୋର ଦେବାର ନାହିଁ
ସାରା ଜୀବନ ଦେଇ ଚାଲିଛି ଜମାନବନ୍ଦୀ, ସ୍ଵୀକାରୋକ୍ତି
ଶପଥନାମା,ଗୀତାକୁ ଛୁଇଁ ମିଛ ଶପଥ
ଏବେ ମୁଁ କ୍ଲାନ୍ତ
ମତେ ବିଶ୍ରାମ ଦିଅ !

ମୁଁ ତ ସାରା ଜୀବନ ପହଁରି ଆସିଲି ମହାସମୁଦ୍ର
ଏବେ କୌଣସି ଅଜଣା ନଦୀରେ ମୋର
ପହଁରିବାର ନାହିଁ
ମୁଁ ଯାଯାବର
ଯଦି କେବେ ଫେରିଯାଏ
ପଛରେ ଛାଡ଼ିଯିବି କିଛି ସ୍ମୃତି
କିଛି ନଲେଖିପାରିଥିବା ଗୀତ
କିଛି କହି ପାରିନଥିବା କାହାଣୀ
ଅସରନ୍ତି ଯାତ୍ରାକୁ ବଖାଣିବାର ଧୈର୍ଯ୍ୟ
ମୋର ଆଉ ନାହିଁ ।

ତେବେ କାହିଁକି ମତେ ପଚାରୁଛ ଯେ
ଏତେ ପ୍ରଶ୍ନ !
ଉତ୍ତର ଦେବାର ସାମର୍ଥ୍ୟ
ଆଉ ମୋ ପାଖରେ ନାହିଁ
ମୁଁ ଗୋଟେ ଅଜଣା ଚଢ଼େଇ
କେଉଁଠୁ ଆସିଥିଲି, ଫେରିବି କେଉଁଠିକୁ
ମତେ ଜଣା ନାହିଁ ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଶୁଣ ସର୍କାର
Literature

ଶୁଣ ସର୍କାର

by ପ୍ରଭୁକଲ୍ୟାଣ ମହାପାତ୍ର
June 18, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ଜୁନ୍ ୨୦୨୫ କାନ ଖୋଲି ଶୁଣ ସରକାର, ଗରିବଙ୍କ ଦୁଃଖ ଦୂର କର। ବେକାରୀ ରହିଛି ଭରପୁର, ଦରବୃଦ୍ଧି ପୁଣି ସୀମାପାର।...

Read more
ସମ୍ପାଦନା : କେତେ କଷ୍ଟକର କାମ ସତେ ! (ଭାଗ ୩୦)

ସମ୍ପାଦନା : କେତେ କଷ୍ଟକର କାମ ସତେ ! (ଭାଗ ୩୦)

June 17, 2025
ଅନୁରାଧା

ଅନୁରାଧା

June 14, 2025
ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

June 11, 2025
ବିକଶିତ ଓଡ଼ିଶା

ବିକଶିତ ଓଡ଼ିଶା

June 10, 2025
ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

June 9, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.