• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବିବଶ

ବିବଶ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୯ ଅକ୍ଟୋବର ୨୦୨୩

ଜୀବନ ମାରଦା ଆଟୁ ଆଉଟେ ସେ ଉତ୍ତାପ ତା ଦେହେ
ଫେରାଏନି ଦୁଃଖ କେତେ ଭୋଗି ଚାଲେ ଶୃଙ୍ଖଳା ର ମୋହେ
ଯେଉଁ ଦେହ ଦେହୀଠାରୁ ବିଦେହର ଶଯା ମାଗି ନିଏ
ନିଜଗଢା ଦୁନିଆରେ ଯେବେ ସିଏ କୁଣିଆଟେ ହୁଏ।

କିମିଆଁ କଲମେ ଲେଖେ ମରମର ମଳିନ ଶରଧା
ମାଛି କୁ ମ ନକହି ମାଗିବସେ ସେ ସୁଖଦୁଃଖ ଅଧା
ପବନର ତଣ୍ଟିପଡ଼େ ଆକାଶ ବି ନଇଁ ପଡ଼ି ହସେ
କାରୁଣ୍ଯ ଆରପଟରୁ କେବେ ଗୋଟେ ଖୁସି ମୁହଁ ଦୁଶେ।

ମନକୁ ପାଇଲେ ଥରେ ଅବାଟର ଚେହେରା ଦିଶେନି
ଓଲେଇ ଗାଈର ଗପ ଦେହ ସହେ ମନକୁ ବାଧେନି
ବାଞ୍ଝମାଟି ଫଟାଛାତି କଅଁଳିବ କଅଁଳିବ ହୁଏ
ଶତୃ ଭାଲ ଗେଲେ ଗେଲେ ଛାତିଚିରି ଭୁଇଁ ରେ ଲୋଟାଏ।

ବିବଶପଣକୁ ମାପି ବରିନେଲେ ରାତିଭରା ଶ୍ବନ
ଟୋପାଏ ଲୁହକୁ ନେଇ ଜିଇଁ ହୁଏ ବଳକା ଜୀବନ।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.