ମାନସ ରଂଜନ ମହାପାତ୍ର, ପୁରୀ, ୨୫ ନଭେମ୍ବର ୨୦୨୩
ତୁମ ଚାଲିଯିବାର
ହେଇଗଲାଣି ଗୋଟେ ବର୍ଷ
ଏ ସହରରେ ତୁମେ ଗଲାପରେ
ସାଇକେଲ୍ ଧରି ଆଉ କେହି ବୁଢ଼ାଲୋକ
ଚାଲୁନାହାନ୍ତି ରାସ୍ତାରେ
ରସାଳ କଥା କହି
ମଉଜ କରୁଥିବା ଲୋକେ
କୁଆଡ଼େ ଗଲେ ଏବେ କେଜାଣି !?
ତୁମ ଚାଲିଯିବାର
ହେଇଗଲାଣି ଗୋଟେ ବର୍ଷ
ଏ ସହରରେ ତୁମେ ଗଲାପରେ
ସାଇକେଲ୍ ଧରି ଆଉ କେହି ବୁଢ଼ାଲୋକ
ଚାଲୁନାହାନ୍ତି ରାସ୍ତାରେ
ରସାଳ କଥା କହି
ମଉଜ କରୁଥିବା ଲୋକେ
କୁଆଡ଼େ ଗଲେ ଏବେ କେଜାଣି !?
Former Editor, National Book Trust and Head of National Children's Literature
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଅକ୍ଟୋବର ୨୦୨୫ ପୁରୀରେ ମୋ ଉପର ବ୍ୟାଚରେ ଏମ୍.ଏ. ଇଂରାଜୀରେ ପଢୁଥିଲେ ଜଣେ ଗଣେସ୍ଵର ବେହେରା, ନିମାଇଁ ପଟ୍ଟନାୟକ, ହିମାଂଶୁ...
Read more