ମାନସ ରଂଜନ ମହାପାତ୍ର, ପୁରୀ, ୨୫ ନଭେମ୍ବର ୨୦୨୩
ତୁମ ଚାଲିଯିବାର
ହେଇଗଲାଣି ଗୋଟେ ବର୍ଷ
ଏ ସହରରେ ତୁମେ ଗଲାପରେ
ସାଇକେଲ୍ ଧରି ଆଉ କେହି ବୁଢ଼ାଲୋକ
ଚାଲୁନାହାନ୍ତି ରାସ୍ତାରେ
ରସାଳ କଥା କହି
ମଉଜ କରୁଥିବା ଲୋକେ
କୁଆଡ଼େ ଗଲେ ଏବେ କେଜାଣି !?
ତୁମ ଚାଲିଯିବାର
ହେଇଗଲାଣି ଗୋଟେ ବର୍ଷ
ଏ ସହରରେ ତୁମେ ଗଲାପରେ
ସାଇକେଲ୍ ଧରି ଆଉ କେହି ବୁଢ଼ାଲୋକ
ଚାଲୁନାହାନ୍ତି ରାସ୍ତାରେ
ରସାଳ କଥା କହି
ମଉଜ କରୁଥିବା ଲୋକେ
କୁଆଡ଼େ ଗଲେ ଏବେ କେଜାଣି !?
Former Editor, National Book Trust and Head of National Children's Literature
Prasanna Kkumar, Hyderabad, 1st September 2026 Evolving of minutes In the tides of the times, Revival and rebirth Happens tuning...
Read more