• About
  • Contact
Tuesday, April 14, 2026
Tuesday, April 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ହୃଦୟ ଭାଙ୍ଗିଲେ

ହୃଦୟ ଭାଙ୍ଗିଲେ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୧୨ ମଇ ୨୦୨୫

ଗାଧୁଆ ତୁଠର ତୁଠ ପଥରରେ ହଳଦୀବୋଳା ସେ ପାଦ
ଅଳତା ଗାରରେ ଗାରେ ପ୍ରେମ ସାଥେ ମୁହଁ ଦେଖୁଥାଏ ଚାନ୍ଦ
ଆଣ୍ଠୁଏ ପାଣିରେ ଆରପାଦ ରଖି ପାଦରୁ ଛଡ଼ାଏ ମଳି
ଆଖିରୁ ଓଠରେ ରାତିଧୁଆ ରଙ୍ଗ ଧିରେ ଦେଉଥାଏ ବୋଳି

ହସିବା ଆଗରୁ ଲାଜ ଭାରି ହୁଏ ନହକା ମନରେ ତାର
ଓଦା ସରସର କାନିକୁ ଅଣ୍ଟେନି ସରମ ଫୁଲିଆ ଡର
ହରିଣୀ ଆଖିରେ ବାଟେଇ ପାରେନି ଭୁଆସୁଣୀ ଡର ମନୁ
ସାଇତା ମୁଖରୁ କାଣାଚାଏ ପାଇଁ ଆତୁର ସେ କେଉଁ ଦିନୁ

ସେଦିନ ପଥର ତୁଠରେ ବାହୁନେ ଭଙ୍ଗା ପାଣିକାଚ ଦେଖି
ଲିଭା ସିନ୍ଦୂରର ଭରାଦିଆ ହାତ ପାଇଁ ରୁହେ ଯେବେ ସାକ୍ଷୀ
ହୃଦୟ ଭାଙ୍ଗିବା ଶବଦ ଶୁଣେ ସେ ମଥାପିଟା ବାହୁନାରୁ
ପଥର ତରଳେ ଗାଧୁଆ ତୁଠରେ ଭାଙ୍ଗୁଥାଏ ସେ ଭିତରୁ

ରୁଣୁଝୁଣୁ ଚୁଡ଼ି ଶବଦ ବଦଳେ ପାଣି କାଚ ଭଙ୍ଗା ବାଧେ
ତୂଠେ ଶୂନ୍ୟତାର ମରମ ଦହଇ କାନପାଖେ ଦୁଃଖ ବୋଧେ।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ମହା ବିଷୁବ ସଂକ୍ରାନ୍ତି
Literature

ମହା ବିଷୁବ ସଂକ୍ରାନ୍ତି

by ଦେବେନ୍ଦ୍ର କୁମାର ସାହୁ
April 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...

Read more
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.