• About
  • Contact
Tuesday, September 30, 2025
Tuesday, September 30, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଯାତ୍ରା

ଯାତ୍ରା
Share on FacebookShare on Xshare on Whatsappshare on Linkedin

ସସ୍ମିତା ପଣ୍ଡା, କଟକ, ୩୧ ଅଗଷ୍ଟ ୨୦୨୪

ନିଦାଘ ନିଆଁରେ
ପଳାଶ ଆଉ କୃଷଚୂଡାର
ମନ ଦେହ ପୋଡ଼ି ସାରିବା ପରେ ।।
ଅସରାଏ ଶୀତଳ ସୁଗନ୍ଧ
ସବୁଜ ସଂକେତ ଆଙ୍କି
ନରମ ହେଉଥିବ ମାଟିର ଦେହ
ପହିଲି ଆଷାଢ଼ରେ
ଗୋଟେ ଯାତ୍ରାର ବିରାଟ ସହମତି ।।

ଆକାଶରେ କଳାହାଣ୍ଡିଆ ମେଘ
ଅନୁଭବର ଶିଷ୍ଟପଦ
ଅଣସରଘରୁ ଉତୁରିଛି ନବଯୌବନ
ଗୋଟାପଣେ ମାଟିର ମହକ
ଭୂମିରୁ ଭୂମାକୁ………….
ଚହଟେ ଶ୍ୟାମଳରଙ୍ଗର ମୁକ୍ତା
ହୃଦୟକୁ ଭେଦୀ ଯାଏ
ଅପହଞ୍ଚ ଇଲାକାରୁ
ସାଇତା ହୋଇଥାଏ
ସବୁଜ ଫର୍ଦ୍ଦ …….
ଗୋଟେ ଆକାଂକ୍ଷିତ ଦିନ ।।

କେଉଁ ଘନ ଆସ୍ତରଣରେ
ସୁରମ୍ୟ ପଂକ୍ତି ସବୁ
ପରସ୍ତ ପରସ୍ତ
ନୈବେଦ୍ୟର ଯାଚନା……..
ଘୋରାଚନ୍ଦନ ପରି ମହମହ
ନୀଳ ଦହନର ବିସ୍ମୟ
ଅବା ଅନୁଚାରିତ କାବ୍ୟଲେଖା ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ମଙ୍ଗଳା ପ୍ରସାଦ ମହାନ୍ତି (ଭାଗ ୪୪)
Literature

ମଙ୍ଗଳା ପ୍ରସାଦ ମହାନ୍ତି (ଭାଗ ୪୪)

by Manas Ranjan Mahapatra
September 16, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ସେପ୍ଟେମ୍ବର ୨୦୨୫ ଅନେକ କଥା ଲେଖିଲିଣି। ତେବେ, ଅନେକ କଥା ଲେଖିବା ଏବେ ବି ବାକିଅଛି। ମଂଗଳା ବିଷୟରେ ଲେଖିବାକୁ...

Read more
ରହୁଛି କେଉଁଠି ଭୁଲ୍?

ରହୁଛି କେଉଁଠି ଭୁଲ୍?

September 16, 2025
ସଞ୍ଜ

ସଞ୍ଜ

September 15, 2025
ଅରକ୍ଷିତ ପ୍ରଧାନ (ଭାଗ ୪୩)

ଅରକ୍ଷିତ ପ୍ରଧାନ (ଭାଗ ୪୩)

September 9, 2025
ତୁମେ ହିଁ ତୁମେ

ତୁମେ ହିଁ ତୁମେ

September 5, 2025
ଶ୍ରୀକୃଷ୍ଣ ପ୍ରେସ୍ ର କୃଷ୍ଣ ମଉସା (ଭାଗ ୪୨)

ଶ୍ରୀକୃଷ୍ଣ ପ୍ରେସ୍ ର କୃଷ୍ଣ ମଉସା (ଭାଗ ୪୨)

September 2, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.