• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କହ ଜଗନ୍ନାଥ

କହ ଜଗନ୍ନାଥ
Share on FacebookShare on Xshare on Whatsappshare on Linkedin

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୦ ଜୁଲାଇ ୨୦୨୩

କହ ଜଗନ୍ନାଥ
କି ସୁଖ ତୋହର
ସୃଷ୍ଟି କରି ଏହି ଧରା?
କହ ଜଗନ୍ନାଥ
ଜୀବ କାହିଁ ସୃଷ୍ଟି
କାହିଁକି ଯାତନା ଭରା?
କହ ଜଗନ୍ନାଥ
ଜୀବନ କାହିଁକି
ମରଣ ଶୀଳ ହୋଇଛି?
ଜରା ଯନ୍ତ୍ରଣା ରେ
କାହିଁକି ଜୀବନ
ଦୁଃଖ କଷ୍ଟରେ ପଡ଼ୁଛି?
କହ ଜଗନ୍ନାଥ
ବ୍ରହ୍ମ ତୋର ଅଂଶ
ଜୀବ ରେ ବାସ ତାହାର
ତୋ ଅଂଶ ଏଠାରେ
ହୋଇଅଛି ବନ୍ଦୀ
ତୁହି ନୀରବ ନିଥର.
କହ ଜଗନ୍ନାଥ
ବାର୍ଦ୍ଧକ୍ୟ ଜରାରେ
ଜୀବନ କାହିଁକି ସଢ଼େ?
କାହିଁକି ଜୀବନ
ଏ ମାୟା ସଂସାରେ
ବାନ୍ଧି ହୋଇଥାଏ ଦୃଢ଼େ?
କହ ଜଗନ୍ନାଥ
ମୋର ଏ ଜିଜ୍ଞାସା
ଲାଗୁନି କି ଭଲ ତୋତେ?
ତୁ ଯଦି ସତରେ
ରହିବୁ ନୀରବେ
କିଏ ବୁଝାଇବ ମୋତେ?

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)
Literature

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)

by Manas Ranjan Mahapatra
October 14, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଅକ୍ଟୋବର ୨୦୨୫ ପୁରୀରେ ମୋ ଉପର ବ୍ୟାଚରେ ଏମ୍.ଏ. ଇଂରାଜୀରେ ପଢୁଥିଲେ ଜଣେ ଗଣେସ୍ଵର ବେହେରା, ନିମାଇଁ ପଟ୍ଟନାୟକ, ହିମାଂଶୁ...

Read more
ଶ୍ରବଣବାଧିତ

ଶ୍ରବଣବାଧିତ

October 14, 2025
ଥରେ ବାପା ହେଲା ପରେ

ଥରେ ବାପା ହେଲା ପରେ

October 14, 2025
ଅଦ୍ୱିତୀୟ ଶରତ !!

ଅଦ୍ୱିତୀୟ ଶରତ !!

October 12, 2025
ହେ ଉତ୍କଳମଣି!

ହେ ଉତ୍କଳମଣି!

October 9, 2025
ରାଜନୀତି – ୪

ରାଜନୀତି – ୪

October 7, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.