• About
  • Contact
Friday, December 26, 2025
Friday, December 26, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କିଛି କଥା-୬

କିଛି କଥା-୬
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୩ ଡିସେମ୍ବର ୨୦୨୫

କିଛି କଥା ଲୁହ ହୋଇ ବହିଯାଏ ଆଖିରେ
ଆଉ କିଛି ଜମାଟ ବାନ୍ଧେ ନରମ ଛାତିରେ,
ଉଙ୍କିମାରେ କିଛି କଥା ଏ ଗହନ ମନରେ
ଅହରହ ଝୁଣୁଥାଏ ଏ ମନକୁ ତାହାରେ ।।୧।।

କିଛି କଥା ଏ ମନରେ ସଦା ଜଳୁ ଥାଏରେ
ସବୁ ଚେଷ୍ଟା କରି ତାହା ଆଦୌ ଲିଭେ ନାହିଁରେ,
ଏମିତିବି କିଛି କଥା ଆଲୋଡିତ କରେରେ
ଅଭୁଲା ରହିଥାଏ ତାହା ସାରା ଜୀବନରେ ।।୨।।

ଈଶ୍ୱର ମିହମା କଥା ଆଖି ଖୋଲି ଦିଏରେ
ଲୋଭ, ମୋହ, ମାୟା ଠାରୁ ମନ ଫେଡ଼ି ନିଏରେ,
ପ୍ରବଚନ, ସଂକୀର୍ତ୍ତନ ମନ ଥୟ କରେରେ
ଆଧ୍ୟାତ୍ମିକ ଆଲୋଚନା ହୃଦେ ଶାନ୍ତି ଭରେରେ ।।୩।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଚଉଧୁରୀ ହେମକାନ୍ତ ମିଶ୍ର (ଭାଗ ୫୫)
Literature

ଚଉଧୁରୀ ହେମକାନ୍ତ ମିଶ୍ର (ଭାଗ ୫୫)

by Manas Ranjan Mahapatra
December 23, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୩ ଡିସେମ୍ବର ୨୦୨୫ ଚଉଧୁରୀ ହେମକାନ୍ତ ମିଶ୍ର ଥିଲେ ମୋର ବଂଧୁ, ମାର୍ଗଦର୍ଶକ ଓ ଗୁରୁତୁଲ୍ୟ। ୧୯୭୯ ମସିହା। ଗଳ୍ପଝର ସେତେବେଳେ...

Read more
Nothingness

Nothingness

December 23, 2025
‌ତାରକ ଦା’ (ଭାଗ ୫୪)

‌ତାରକ ଦା’ (ଭାଗ ୫୪)

December 16, 2025
କିଛି କଥା – ୫

କିଛି କଥା – ୫

December 16, 2025
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.