• About
  • Contact
Saturday, February 14, 2026
Saturday, February 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୦ ଜାନୁୟାରୀ ୨୦୨୬

୧୯୭୮ ମସିହା। ମୁଁ ସେତେବେଳେ ସାମନ୍ତ ଚନ୍ଦ୍ରଶେଖର କଲେଜରେ ବି. ଏ. ଫାଷ୍ଟ ଇଅରରେ ପଢୁଥାଏ। ଭଦ୍ରକରୁ ପ୍ରକାଶିତ “ଗଳ୍ପଝର” ପତ୍ରିକାର ପୂଜା ସଂଖ୍ଯାରେ ମୋର ଗପଟିଏ ଛପିଲା।ଆମ ଓଡ଼ିଆ ବିଭାଗର ମୁଖ୍ଯ ଡଃ ନାରାୟଣ ଶତପଥୀ ମତେ ଦିନେ କହିଲେ “ତୁମକୁ ଇଭିନିଂ କଲେଜର ବଳରାମ ଦାସ ଖୋଜୁଛନ୍ତି।” ପର ଦିନ ସକାଳୁ ଯାଇ ତାଙ୍କୁ ଦେଖା କଲି। ସେ ରହୁଥାନ୍ତି ଦତ୍ତ ତୋଟାରେ। ସେଇ ଆମ ପ୍ରଥମ ଦେଖା। କହିଲେ, “ତୁମ ଗପଟି ଗଳ୍ପଝରରୁ ପଢିଲି। କଲେଜର ବୋଧହୁଏ ତମେ ଏକମାତ୍ର ଛାତ୍ର ଯିଏ ଏତେ ବଡ଼ ପତ୍ରିକାରେ ଗପ ଲେଖିଛ।ମୋର ଜଣେ ଛାତ୍ର ମାନସ ଦାସ କଟକରୁ “କଥା ଉପକଥା” ନାମରେ ପତ୍ରିକାଟିଏ ପ୍ରକାଶ କରୁଛନ୍ତି। ଆମକୁ ଗପଟିଏ ଦେବ।”

ସେ ଗପଟି ଛପିଲା। ମଝିରେ ଅନେକ ଥର ଦେଖା ହୋଇଛି। କବିତା କଥା ପଡ଼ିଛି। ଗପ କଥା ସାର୍ ପଚାରି ନାହାନ୍ତି। ଏବେ କିଛି ମାସ ତଳେ ଉପେନ୍ଦ୍ର ମିଶ୍ର ସ୍ମୃତି ସଂସଦ ବୈଠକରେ ହେରାଗୋହିରୀ ସାହିରେ ଆମର ଦେଖା ହେଲା। ମୁଁ ଆଉ ଗପ ଲେଖୁଛି କି ନାହିଁ ସେ ମତେ ପଚାରିଲେ।

ମୋର ଏବେ ଗପ ବହିଟିଏ ଅନେକ ବର୍ଷ ପରେ ପ୍ରକାଶିତ ହୋଇଛି।ଭାବିଥିଲି, ବହିଟି ଯାଇ ସାରଙ୍କୁ ଦେବି। କାହିଁକି ଗଲି ନାହିଁ କେଜାଣି !!?

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଦେଖିବାକୁ ଇଚ୍ଛା
Literature

ଦେଖିବାକୁ ଇଚ୍ଛା

by ପ୍ରଭୁକଲ୍ୟାଣ ମହାପାତ୍ର
February 10, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୬ ତୋତେ ଟିକେ ଦେଖିବାକୁ ମନେ ଭରେ ଇଚ୍ଛା, ସଂସାର ଜଞ୍ଜାଳ ଏଣେ ଛାଡ଼ୁ ନାହିଁ ପିଛା । ।।୧।।...

Read more
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
ବିସ୍ମୃତ ବିଜୟ (ଭାଗ ୬୦)

ବିସ୍ମୃତ ବିଜୟ (ଭାଗ ୬୦)

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.