• About
  • Contact
Tuesday, March 3, 2026
Tuesday, March 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମଳୟ

ମଳୟ
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨ ମାର୍ଚ୍ଚ ୨୦୨୩

ମଳୟର ଜହର ଢୋକିଛି ମୁଁ ବହୁବାର
ଆଞ୍ଜୁଳାଭର୍ତ୍ତି ଊଣାର ତଟରେ
ନୀରବରେ କୃଷ୍ଣଚୂଡା
ରାତିରାତି ଛଟପଟ
ସବୁପରେ ସାନିସଞ୍ଜ
ସହିନିଏ ଦହଗଞ୍ଜ
ତଥାପି ଏ ଛାତିରେ ଯଦିଓ
ଖୋଲା ଅଛି କିଛି ବାଟ ।।

ଅଗଣାରେ ଚଇତିର ଚଗଲାମି
ଫାଜିଲ ଫଗୁଣର ପାଗଳାମୀ
ଝାଉଁ ବଣର ଜହ୍ନ ରାତିରେ
ହଜିଥିବା ସମୟର ସୂଚୀ
ଫର୍ଦ୍ଦେ ଫର୍ଦ୍ଦେ ବିସ୍ମୟ
ପୂଣ୍ୟ ଯାଚୁଥିବା ମଳୟ
କେଜାଣି ହୃଦୟ ଜଖମ ଭରେ ।।

ଗପ ଗଣ୍ଠିଲିରୁ ଚିମୁଟାଏ ଗପ
ମନତଳ ଅୟୂତେ ଦୀର୍ଘଶ୍ବାସ
ଜୀଏଁ ଅପବାଦର ହିସାବରଖି ।
ପାପୁଲିଏ ଭାଗ୍ୟର ମାଜଣା
ସୁନା ସକାଳର ମହକବୁଣା
ଗୋଟାପଣ ଶୂନ୍ୟତାରେ
ହାୟଃ ! ସେଠି ମଳୟର କଥାସରେ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.