• About
  • Contact
Tuesday, March 3, 2026
Tuesday, March 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମରଣ ତ ଦିନେ ବାହୁଡ଼ି ଯିବ ଗୋ

ମରଣ ତ ଦିନେ ବାହୁଡ଼ି ଯିବ ଗୋ
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨ ଜୁନ୍ ୨୦୨୪

ମରଣ ତ ଦିନେ ବାହୁଡ଼ି ଯିବ ଗୋ
ତୁମରି ପ୍ରଣୟ ପାଇଁ
ମୁଁ ମରି ପାରିବି ନାହିଁ
ତୁମରି ପ୍ରଣୟ ମୁକୁତା ମାଳାଟି
ମୋ ସହିତ ଥିବ ରହି ।

ତୁମରି ମନର ନୀଳ ଆକାଶରେ
ଅଲିଭା ତାରାଟି ମୁହିଁ
ମରିଗଲା ପରେ ସେମିତି ସେ ତାରା
ଚିରକାଳ ଥିବ ରହି
ମରଣ ତ ଦିନେ ବାହୁଡ଼ି ଯିବ ଗୋ
ମୁଁ ମରି ପାରିବି ନାହିଁ ।

ଭଲ ପାଇବାର ଦୀପଟିକୁ ଆଜି
ଜଳାଇ ରଖୁବା ପାଇଁ
ତମ ମନେ ଦେଖ ଝଟକୁଛି ମୁହିଁ
ପ୍ରଥମ ପ୍ରଣୟ ହୋଇ ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.