• About
  • Contact
Tuesday, March 3, 2026
Tuesday, March 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମେଘ ଫେରିଗଲା ମେଘର ବାଟରେ

ମେଘ ଫେରିଗଲା ମେଘର ବାଟରେ
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୯ ମଇ ୨୦୨୪

ମେଘ ଫେରିଗଲା ମେଘର ବାଟରେ
ଆଖିଏ ଶ୍ରାବଣ ନେଇ
ସିଝୁବୁଦା ଆଉ ଗୋଡ଼ିବାଣ ଫୁଲେ
କାନ୍ଦୁରା ମୁହଁ ଲୁଚାଇ ।୧।

ମେଘ ଆସିଥିଲା କାହାକୁ ନ କହି
ନାକ ଛବି ମହଁ
ଓଦା ଓଦା କେତେ ପତର ପାଲିଙ୍କି ଦେହେ
ବରଷା ଶାଢ଼ୀରେ ଅଙ୍କା ହୋଇଥିଲା
ମୟୂର ପୁଚ୍ଛର ଛବି
ସାଧବ ବହୁ ବି ଚାହିଁ ବସିଥିଲା
ପାଦରେ ଅଳତା ନାଇ ।୨।

ମେଘ ଫେରିଗଲା ମେଘରେ ବାଟରେ
ଆଖିଏ ଶ୍ରାବଣ ନେଇ।
କାହାକୁ ନ କହି ମେଘ ଆସେ ଯେବେ
ମୋ ଗାଁ ଗୋହିରୀ ଛୁଇଁ
ବରଷା ଟୋପାର ମୁକୁତା ବିନ୍ଦୁରେ
ଦେହ ଆଉ ମନ ଏକାକାର କରି ଦେଇ।୩।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.