• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମୋ ଓଡ଼ିଶା

ମୋ ଓଡ଼ିଶା
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୩ ଅପ୍ରେଲ ୨୦୨୩

କେଉଁ ଭରସାର ଭସାମେଘ ବୁକେ ସ୍ୱତନ୍ତ୍ର ଆଜି ମୁଁ କୁହ।
ସଢ଼େଇକଳା ର ଶୁଖୁଲା ଆଖୁ ରେ ଏବେ ଢେଉମାରେ ଲୁହ।
କେଉଁ ସରାଗର ସରଗି ତୁଠରେ ଶିରିପା ମୁଣ୍ତରୁ ଗଲା।
କେଉଁ ସରାଗର ଶ୍ୟାମଳିମା ଦେହେ ଶିର ସ୍ତ୍ରାଣ ବୁଡ଼ିଗଲା।।

ଥିଲା ଥୁଲା ପରି ଲାଗେ ସିନା ସିଏ ନ ଥୁଲା ଦୁଃଖ ରେ ମରେ।
ଛିଣ୍ଡା ପଣତର ଅଛିଣ୍ତା ଛାଇରେ ଆହା ହୋଇ ଦେହଧରେ।
ସେ ପରା ସଜାଡ଼େ ଅଧା ଦେହଟା ରେ ଅମରାବତୀ ର ଆଶା।
ଗୋଦାବରୀ ଠାରୁ ଗଙ୍ଗାନଦୀ ଯାଏ ଫେରିବ ଓଡ଼ିଆ ଭାଷା। ।।

ଯେଉଁଠି ଖେଳିବ ପାହାଡ଼ି ପବନ ସାଗରକୁ ଛୁଇଁ ଛୁଇଁ।
ସେଇଠି କବିଟେ ଗାଉଥୁବ ଗୀତ ଗୀତଗୋବିନ୍ଦ କୁ ନେଇ।
ବର୍ଷା ବାଉଥୂବ ମୋହନ ବଇଁଶୀମୋ’ ନଦୀ କଣ୍ଡିଆ ଧାରେ।
ଯେଉଁଠି ମୋ ଜାତି ମହାଶୋଷଟିଏ ଜ୍ଞାନ ଗାରିମା ର ଧାରେ।।

ସ୍ୱତନ୍ତ୍ର ମୋ ରାଜ୍ୟ, ସ୍ୱତନ୍ତ ମୋ ଭାଷା, ସ୍ୱତନ୍ତ୍ର ଉକ୍ରଳ ଭୂଇଁ।
ଯେଉଁଠି ଓଡ଼ିଆ ନିଇତି ଜାଳଇ ଭାଷା ଭାବରେ ଊହ୍ନେଇ ।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ସନ୍ଧ୍ୟା ତୁମେ ଆଜି
Literature

ସନ୍ଧ୍ୟା ତୁମେ ଆଜି

by ସସ୍ମିତା ପଣ୍ଡା
September 11, 2026

ସସ୍ମିତା ପଣ୍ଡା, କଟିକଟା, କଟକ, ୧୧ ସେପ୍ଟେମ୍ବର ୨୦୨୬ ସନ୍ଧ୍ୟା ତୁମେ ଆଜି ଭୋଦୁଅ ତିଥିରେ ଜହ୍ନିଫୁଲ ରଙ୍ଗମାଖି ଶ୍ରାବଣ ସ୍ମୃତିରେ ମିଠା ନିଃସଙ୍ଗତା ପାଦପଲତାର ସାକ୍ଷୀ...

Read more
Renaissance

Renaissance

September 1, 2026
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.