• About
  • Contact
Thursday, January 29, 2026
Thursday, January 29, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମୋର ଗୋଟେ ଦେଶ ଅଛି

ମୋର ଗୋଟେ ଦେଶ ଅଛି
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୨୬ ଜାନୁୟାରୀ ୨୦୨୬

ମୋର ଗୋଟେ ଦେଶ ଅଛି ଦେଶ ବୋଲି ବିଶ୍ୱାସ ଟେ ଅଛି
ବିଶ୍ୱାସର ମଞ୍ଜ ତଳେ ପରିଚୟ ଏଯାଏଁ ବଞ୍ଚଛି
ତଥାପି ମୁଁ ଆଗ ଦେଖେ ପଛ ଦେଖେ ଦେଖି କଥା କୁହେ
ସ୍ବାଧୀନ ମୁଁ! ଭାବିଲା ବେଳକୁ ଫି ଦିନ ସାହସ ଜୁଟାଏ

ମଣିଷ ହେଇ ପାରେନି ରାଜନୀତି ପଶାପାଲି ଡେଇଁ
ନିଶ୍ବାସ ନେଇ ପାରେନି ଧର୍ମ ଆଡୁ ନଜର ହଟେଇ
ବାଟ ବତେଇ ପାରେନି ଅବାଟର ଇନ୍ଦ୍ରଜାଲ ଏଡି
ଜୀବନଟା ଖୁବ୍ ଶସ୍ତା ବାଟସାରା ବହଳ କୁହୁଡି

ଭାଷଣରେ ପେଟ ପୁରେ କଷଣର ସୂଚନା ବା କାଇଁ
ପ୍ରତିଶୃତି ଧୂଆଁବାଣ ଖାଲି ଧୂଆଁ ନିଆଁ ଜମା ନାହିଁ
ସମତା ସାର୍ବଭୌମତା ପାଣିଗାର ଆକାଶ କଇଁଆ
ହକ୍ ମଗା ଲୋକ ଗୁଡା ଗୋଟେ ଗୋଟେ ମିଛୁଆ ରାଧୁଆ

କିଏ କୁହେ ସ୍ବାଧୀନ ମୁଁ ପରାଧିନୁ ମୁକୁଳିଲି କେବେ?
ମୋ ପାଇଁ ଦେଶ ଆଉ ଦେଶ ପାଇଁ ମୁଁ ଭାବିବସେ ଯେବେ।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ବିସ୍ମୃତ ବିଜୟ (ଭାଗ ୬୦)
Literature

ବିସ୍ମୃତ ବିଜୟ (ଭାଗ ୬୦)

by Manas Ranjan Mahapatra
January 27, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୭ ଜାନୁୟାରୀ ୨୦୨୬ ବନ୍ଧୁମାନେ ଯେ କେବଳ ସମବୟସ୍କ ହେବେ ସେଭଳି କୌଣସି ବାଧ୍ୟବାଧକତା ନାହିଁ। ମୋର ଏଭଳି ଅନେକ ବନ୍ଧୁ...

Read more
The Song of the Sea

The Song of the Sea

January 26, 2026
ଭୋକିଲା ପେଟର ଦୁଃଖ

ଭୋକିଲା ପେଟର ଦୁଃଖ

January 24, 2026
Terra Australis Incognita

Terra Australis Incognita

January 24, 2026
ସରସ୍ଵତୀ ବନ୍ଦନା : ବିଦ୍ୟା, ବିବେକ ଓ ବୈଷୟିକ ପ୍ରଗତିର ସମନ୍ୱୟ

ସରସ୍ଵତୀ ବନ୍ଦନା : ବିଦ୍ୟା, ବିବେକ ଓ ବୈଷୟିକ ପ୍ରଗତିର ସମନ୍ୱୟ

January 23, 2026
ବୀଣା ବାଦିନୀ

ବୀଣା ବାଦିନୀ

January 23, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.