• About
  • Contact
Sunday, January 11, 2026
Sunday, January 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମୁହିଁ ତୁମ ପାଶେ ସମର୍ପିତ

ମୁହିଁ ତୁମ ପାଶେ ସମର୍ପିତ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ଜାନୁୟାରୀ ୨୦୨୬

ମୁଁ କାହିଁକି କହ କହିବି ଠାକୁର
ମୁହିଁ କଳଙ୍କିତ ନାୟକ
ତୁମ ନିର୍ଦ୍ଦେଶନା ନ ମାନିଲେ ସିନା
ପିନ୍ଧିବି କଳଙ୍କ ତିଳକ।
ମୋ ଅନ୍ତରେ ମୁହିଁ ମାନିଯାଇଅଛି
ତୁମର ସମସ୍ତ ନିର୍ଦ୍ଦେଶନା
କଳଙ୍କିତ ବୋଲି କାହିଁକି ଉଡ଼ିବ
ମୋ ନାମେ କଳଙ୍କର ଵାନା।
ମୁଁ ଜାଣିଛି ତୁମ ଚକାଆଖି ପ୍ରଭୁ
ରହିଛି ଜାଗ୍ରତ ସବୁବେଳେ
ମୋର କର୍ମ ଧର୍ମ ହେଉଅଛି ବନ୍ଦୀ
ସେ ଆଖିର ଜବ କାଚ ତଳେ।
ମୁଁ ଯାହା ଗଣିତ ଜୀବନେ କଷୁଛି
ଗଣିତର ଚାରି ସୂତ୍ର ଧରି
ସେ ଗଣିତ ସୂତ୍ର ଜୀବନେ ଶିଖିଛି
ତୁମ ନିର୍ଦ୍ଦେଶନା ଅନୁସରି।
ସେଥିପାଇଁ ଦୃଢ଼େ ରହିଅଛି ମୁହିଁ
କେବେ ହେବିନାହିଁ କଳଙ୍କିତ
ଚକାଆଖି ଚାହିଁ ଦୁଇ ହାତ ଟେକି
ମୁହିଁ ତୁମ ପାଶେ ସମର୍ପିତ।

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

A Poem
Literature

A Poem

by Sudipta Mishra
January 11, 2026

Sudipta Mishra, Puri, 11 January 2026 Sudipta Mishra Writng a poem is not easy. It's like talking to the air,...

Read more
ତୁ ଗୁହାରୀ କରିବୁ ଯାହାକୁ

ତୁ ଗୁହାରୀ କରିବୁ ଯାହାକୁ

January 10, 2026
ବନ୍ଧୁଙ୍କ ସହ ଦିନଟିଏ (ଭାଗ ୫୭)

ବନ୍ଧୁଙ୍କ ସହ ଦିନଟିଏ (ଭାଗ ୫୭)

January 6, 2026
କାଳିଆ

କାଳିଆ

January 6, 2026
ଅନୁକ୍ତ

ଅନୁକ୍ତ

January 5, 2026
The Last Evening

The Last Evening

January 3, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.