• About
  • Contact
Monday, December 8, 2025
Monday, December 8, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ରହିବା ଅମର ହେଇ

ରହିବା ଅମର ହେଇ
Share on FacebookShare on Xshare on Whatsappshare on Linkedin
ଜୟଶ୍ରୀ ଦାସ, ବାଲେଶ୍ଵର, ୪ ମାର୍ଚ୍ଚ ୨୦୨୩

ଶ୍ରଦ୍ଧା ଦେଇଥାଏ ଜ୍ଞାନ ଏ ଜଗତେ
ଵିନୟ ଦିଅଇ ମାନ
ଯୋଗ୍ଯତା ବଳରେ ସଵୁଠାରେ ପରା
ମିଳେ ଉପଯୁକ୍ତ ସ୍ଥାନ ।
ଶରଧା ବିନୟ ଯୋଗ୍ଯତା ସଂସାରେ
ଏକତ୍ର ହୁଏ ଯେଉଁଠି
ବ୍ଯକ୍ତି ଠାରେ ସବୁ ଜ୍ଞାନ, ମାନ, ଧନ
ସମ୍ଭବି ଥାଏ ସେଇଠି ।
ଜନମ କାଳରୁ ଜୁଇଗାଡ ଯାଏ
ଜଞ୍ଜାଳ ଜାଲ ଘେରଇ
ଆଵେଗ ଉଦ୍ ଵେଗ ପରିହାର କଲେ
ଅବଶ୍ୟ ଶାନ୍ତି ମିଳଇ ।
ଯୋଗ ସାଧନରେ ସୁଯୋଗ ଵଢଇ
ଯୋଗାଯୋଗ ତହୁଁ ବଡ
ସହଯୋଗ ବିନା ଜୀବନ ଅସାର
ସଵୁ ନିସ୍ତେଜ ଓ ଜଡ ।
ଜଳଭାରେ ମେଘ ଫଳଭାରେ ବୃକ୍ଷ
ଗୁଣଭାରେ ଗୁଣୀ ଜନେ
ପର ଉପକାରେ ଲାଗିଥାନ୍ତି ସଦା
ସ୍ବାର୍ଥ ଵିରହିତ ମନେ ।
ଏମାନେ ଏମନ୍ତେ ସୂଚାନ୍ତି ଆମକୁ
ଶିଖିଵା ଭଉଣୀ ଭାଇ
ଏତକ ସାଧିଲେ ଏ ମର-ମରତେ
ରହିବା ଅମର ହେଇ ।

ଜୟଶ୍ରୀ ଦାସ

ଜୟଶ୍ରୀ ଦାସ

ତୃତୀୟ ବର୍ଷ ସ୍ନାତକ ଛାତ୍ରୀ, ଓଡ଼ିଆ ସମ୍ମାନ, କୃଷ୍ଣଚନ୍ଦ୍ର ପିଲିଲି ମହାବିଦ୍ୟାଳୟ ଜଗାଇ, ବାଲିଆପାଳ, ବାଲେଶ୍ଵର ଦୂରଭାଷ:୯୩୩୭୪୩୦୯୦୩ jayashreedas422003@gmail.com

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.