• About
  • Contact
Tuesday, March 3, 2026
Tuesday, March 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ରାକ୍ଷୀ

ରାକ୍ଷୀ
Share on FacebookShare on Xshare on Whatsappshare on Linkedin
ପୁଷ୍ପଲତା ଦାସ, ଭୁବନେଶ୍ବର, ୯ ଅଗଷ୍ଟ ୨୦୨୫

ଭାଇ ହାତେ ଆଉ ଭଉଣୀ
ରାକ୍ଷୀ ବାନ୍ଧଇ ନାହିଁ,
ପବିତ୍ର ସମ୍ପର୍କ ଡୋରିଟା
ବନ୍ଧା ପଡ଼ିଛି କାହିଁ ! (୧)

ଭାଇର ସିନେହ ସରାଗ
ସାତ ପର ଠୁ ବଳି,
ଭାଇସାଥେ ପରା ଭାଉଜ
ନିତି ଲଗାଏ କଳି। (୨)

ଭାଇର ମଙ୍ଗଳ ମନାସି
ରାକ୍ଷୀ ପୁନେଇଁ ଦିନ,
ଶରଧାର ଡୋରି ବାନ୍ଧଇ
ନାଚେ ଭଉଣୀ ମନ । (୩)

ଗଲାଣି ତ ସବୁ ବିଗିଡି
ଭାଇ ଭଉଣୀ ସ୍ନେହ,
ସଞ୍ଚରିତ ଖାଲି ସମାଜେ
ଚୋରା ପୀରତି ମୋହ । (୪)

ରକତ ସମ୍ପର୍କ ହଜାଇ
ଖୋଜେ ଧରମଭାଇ,
ଭଉଣୀ ସୁରକ୍ଷା ବଦଳେ
ଫେରେ ପୀଡ଼ିତା ହୋଇ । (୫)

କାହିଁଗଲା ଆମ ସଂସ୍କୃତି
ପରମ୍ପରା ର ପର୍ବ,
ରାକ୍ଷୀର ମହତ୍ଵ ବିଚାର
ଆଜି ଖଣ୍ଡିତ ସର୍ବ । (୬)

ଆସ ଯେତେ ଭାଇଭଉଣୀ
ଆମେ ସଭିଏଁ ମିଳି,
ରଖିବା ରାକ୍ଷୀର ମହତ
ଆମ ପରବ ପାଳି। (୭)

ପୁଷ୍ପଲତା ଦାସ

ପୁଷ୍ପଲତା ଦାସ

ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ
ତଥା ବିଶିଷ୍ଟ କବିୟତ୍ରୀ
ଫୋନ୍ : ୬୩୭୨୨୮୬୫୭୫

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.