• About
  • Contact
Saturday, February 14, 2026
Saturday, February 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶବ୍ଦ

ଶବ୍ଦ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୧୩ ମାର୍ଚ ୨୦୨୩

ଶବ୍ଦ ନଗର କୁହୁକ କାରାକୁ ଆପଣା ଛାଏଁ ମୁଁ ଧାଏଁ
ଯେଉଁଠି ଶବ୍ଦ ଜୀବନ ସଙ୍ଗୀତ ଆପଣାର ସୁରେ ଗାଏ।
ଯେଉଁଠି ଶବ୍ଦ ଲେଖେ ବସନ୍ତ ର କ୍ଲାନ୍ତ କାକର ଗୀତ
ଯେଉଁଠି ଗୀତର ଦେହରେ କାଇଁ ବେଳ ହୁଏ ରତରତ।

ନିବୁଜ ମନର ଗହିରୀ କଣ୍ଡିଆ ପାଟ ପିନ୍ଧି ଡାକେ ଆ
ଯେଉଁଠି ଶବ୍ଦର ଦେହ ଢାଙ୍କୁ ଥାଏ ଆମ୍ବ ବଉଳିଆ ବା।
କାଶ କୁହୁକ କଁଅଳ କୋଳରେ ଦଣ୍ଡେ ଶୋଇ ଦଣ୍ଡେ ଧାଏଁ
କେବେ ଆଣ୍ଠୁମାଡ଼ି ଶୂନ୍ୟ କୁ ଚାହିଁ ଶବ୍ଦ ଗୁମୁରୁ ଥାଏ ।

ଥରେ ଲେଖିଦେଲେ ନଈ ର ପିଠିରେ ସାଗରକୁ ଛୁଏଁ ନିଦ
ଯେଉଁଠି ଶବ୍ଦ କିଛି ଦିଏ ନାହିଁ ଦିଏ ଖାଲି ଅପବାଦ।
ଯେଉଁଠି ଶବ୍ଦ ଦେହକୁ ଛୁଇଁଲେ ଦହଗଞ୍ଜ ହୁଏ ଦେହ
ଶବ୍ଦ ତୃଷ୍ଣା ରେ ଜିଇଁବା ଭିତରେ ଭୋଗେ ଚିର ଅନ୍ତର୍ଦାହ।

ସେଇଠି ଶବ୍ଦ ନିଜେ ଲେଖିହୋଇ ନିଜ ପାଇଁ ନିଜେ ଗାଏ।
ସେଇଠି ଶବ୍ଦ କାହାମନ ତଳ ବାହୁନା ଦୁଃଖ ରୁ ଖିଏ।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଦେଖିବାକୁ ଇଚ୍ଛା
Literature

ଦେଖିବାକୁ ଇଚ୍ଛା

by ପ୍ରଭୁକଲ୍ୟାଣ ମହାପାତ୍ର
February 10, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୬ ତୋତେ ଟିକେ ଦେଖିବାକୁ ମନେ ଭରେ ଇଚ୍ଛା, ସଂସାର ଜଞ୍ଜାଳ ଏଣେ ଛାଡ଼ୁ ନାହିଁ ପିଛା । ।।୧।।...

Read more
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
ବିସ୍ମୃତ ବିଜୟ (ଭାଗ ୬୦)

ବିସ୍ମୃତ ବିଜୟ (ଭାଗ ୬୦)

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.