• About
  • Contact
Thursday, January 22, 2026
Thursday, January 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସାଗର

ସାଗର
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୧ ଅପ୍ରେଲ ୨୦୨୪

ଅନ୍ତହୀନ ତୃଷ୍ଣାଟିଏ ଭାରି ଗୋଟେ ଅବୁଝା ପ୍ରେମିକା ।
ପ୍ରେମରେ ଫେରାଉଥାଏ ସବୁବେଳେ ତା ହାତେ ମଉକା ।।
ରଟୁଥାଏ ଲୋଟୁଥାଏ ଚୁଟୁକିଏ ଟେର୍ କେ ପାଏନା ।
ରୁଟ୍ କିନା ଚିମୁଟି ସେ କହୁଥାଏ ପାଖରୁ ଯାଅନା ।।

ଯେବେ ଦେଖେ ଲାଗୁଥାଏ ମତେ କାଇଁ ପ୍ରାୟ ଏକାପରି ।
ତା ଗୀତର ସୁର୍ ପଛେ କିଛି ଥାଏ ନଦିଶିଲା ପରି ।।
ଯିଏ ଦେଖେ ସିଏ ଭାବେ ନିଜ ସହ ତାକୁ ଯୋଡ଼ି ଦେଇ ।
ସିଏ କିନ୍ତୁ ତା ପରି ଭାରି ତୋଫା ନୁହେଁ ସେ ମିଛେଇ ।।

ସମସ୍ତଙ୍କୁ ଡାକୁଥାଏ ମତେ ଦେଖ ଭିତରେ ପଶନା ।
ସମସ୍ତଙ୍କୁ ଛୁଉଁଥାଏ ତା ସୀମାରେ କୂଳକୁ ଲଙ୍ଘେନା ।।
ହସିଦେଲେ ହସିଦିଏ ଦୁଃଖେ ଲୁହ ହୋଇ ବହିଯାଏ ।
ଆଶାର ଅସୀମ ଦେହେ ସୁଖର ସେ ସୀମାଟିଏ ହୁଏ ।।

ସାଗରେ ତରଙ୍ଗ ଉଠେ ଭାଙ୍ଗୁଥାଏ ଠିକଣା ବାଟରେ ।
ଜୀବନ ସାଗର ପରି ଜୁଆର ଓ ଭଟ୍ଟା ଦୋ ଛକିରେ ।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ମନ୍ତ୍ରୀ ସେବେର
Literature

ମନ୍ତ୍ରୀ ସେବେର

by ପ୍ରଭୁକଲ୍ୟାଣ ମହାପାତ୍ର
January 22, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଜାନୁୟାରୀ ୨୦୨୬ ମନ୍ତ୍ରୀଙ୍କର ଆଗେ ଥିଲା ନିଜସ୍ୱ ଚମକ, ଦକ୍ଷତାରେ ରଖୁଥିଲେ ଏ ରାଜ୍ୟର ଟେକ। ।।୧।। ରାଜ୍ୟର ପ୍ରଗତି ଥିଲା...

Read more
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.