• About
  • Contact
Saturday, December 6, 2025
Saturday, December 6, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସେମାନେ ଓ ସେ

ସେମାନେ ଓ ସେ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୫ ଅଗଷ୍ଟ ୨୦୨୩

ସେମାନେ ଅନେକ ରାତି
ଅସ୍ତବ୍ୟସ୍ତ ଅତୀତର ଯେତେସବୁ ବିବ୍ରତ ମୁହୂର୍ତ୍ତ,

ସେମାନେ ଅନେକ ତାରା
ଅସଂପୂର୍ଣ୍ଣ ଇଚ୍ଛାଙ୍କ ନିଆଁରେ ଦପ୍ ଦପ୍ ଜଳନ୍ତି ଲିଭନ୍ତି ।

ସେମାନେ ଅନେକ ନିଦ
ଅଜ୍ଞାତ ଓ ଅବସନ୍ନ ସ୍ନାୟୁଙ୍କ ଗ୍ରନ୍ଥିରେ,

ସେମାନେ ଅନେକ ସ୍ଵପ୍ନ
ଯୌବନର ବ୍ୟର୍ଥ ବସନ୍ତରେ ।

ସେମାନେ ଅନେକ ଚିହ୍ନ
କିଛି ଅନୁଭୂତି ଓ ଅସଫଳ କାହାଣୀ ସବୁର,

ସେ କିନ୍ତୁ ଗୋଟିଏ ଜହ୍ନ
ଅମାବାସ୍ୟା ରାତ୍ରି ଅନ୍ଧାରର ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.