ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୧ ଡିସେମ୍ବର ୨୦୨୨
ଶୀତରାତି
ମଗ୍ନ ନଦୀ
ନିରବ
ନିଘଞ୍ଚ
ଶୀତରାତି
ଇଛାମତୀ
ପବନ
ନିରୁକ୍ତ
କ୍ଷତ: ସ୍ଵପ୍ନ
ଅଭିଷେକ
ଦିଗନ୍ତ
ନିଶାନ୍ତ
ମନ୍ତ୍ରମୁଗ୍ଧ
ଶୀତରାତି
ଅଙ୍କାବଙ୍କା ନଈ
ଆକାଶ ଘୁମନ୍ତ !!
ଶୀତରାତି
ମଗ୍ନ ନଦୀ
ନିରବ
ନିଘଞ୍ଚ
ଶୀତରାତି
ଇଛାମତୀ
ପବନ
ନିରୁକ୍ତ
କ୍ଷତ: ସ୍ଵପ୍ନ
ଅଭିଷେକ
ଦିଗନ୍ତ
ନିଶାନ୍ତ
ମନ୍ତ୍ରମୁଗ୍ଧ
ଶୀତରାତି
ଅଙ୍କାବଙ୍କା ନଈ
ଆକାଶ ଘୁମନ୍ତ !!
Former Editor, National Book Trust and Head of National Children's Literature
ଭକ୍ତ ଚରଣ ସାହୁ, ଯାଜପୁର, ୨୦ ମାର୍ଚ୍ଚ ୨୦୨୫ କେଡେ ଆନନ୍ଦରେ ପଖାଳ ଦିବସ ଆନନ୍ଦରେ ଆଜି ପାଳୁ । ପଖାଳ ସାଥିରେ ପିଆଜ ପକାଇ କଲୁ...
Read more