• About
  • Contact
Tuesday, March 3, 2026
Tuesday, March 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସ୍ମୃତି-୨

ସ୍ମୃତି-୨
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୭ ଜାନୁଆରୀ ୨୦୨୫

ଭଲ ପାଏ ବୋଲି ସିନା
ତୁମ କଥା ଏତେ ବେଶୀ ଭାଳି ହେଉଛି,
ବେଦନାରେ ଭିଜି ଭିଜି
ସ୍ମୃତିର ଦିପାଳୀକୁ ସତେଜ ରଖିଛି ||୧||

ବିରହ ଯାତନା କେବେ
ତୁମରି ହୃଦୟରେ ବେପଥୁ ତୋଳିଛି ?
ତୁମେକି ପାରିବ ବୁଝି
ଦଗ୍ଧ ହୃଦୟ ମୋର କେମିତି ବିତୁଛି ? ||୨||

ତୁମେ ଚାଲି ଯିବା ପରେ
ଶାନ୍ତ ସାଗର ବକ୍ଷ ଅଧୀର ହୋଇଛି,
ସେ ସିନ୍ଧୁର ଅମାନିଆ
ଢ଼େଉ ଯେତେ ବାଲିଚରେ ମଥା ଲୋଟୁଛି ||୩||

ସ୍ମୃତିର ସଳିତା ଜାଳି
ଆଜି ମୁଁ ଏଠି ବସି କବିତା ଲେଖୁଛି,
ପୁରୁଣା ଦିନର କଥା
ସେଥିରେ ଗୁନ୍ଥିବାକୁ ପ୍ରୟାସ କରୁଛି ||୪||

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.