• About
  • Contact
Tuesday, March 17, 2026
Tuesday, March 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁମେ ଶୀତ….ମୁଁ ମାଟିର ଜହ୍ନ

ତୁମେ ଶୀତ….ମୁଁ ମାଟିର ଜହ୍ନ
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ଵର, ୧୩ ଜାନୁଆରୀ ୨୦୨୪

ତୁମେ ଶୀତ….ମୁଁ ତ ଜହ୍ନ
ତମେ ଛୁଇଁ ଦେଲେ
ଚମକି ଉଠେ ମନ
ପ୍ରାଣରେ ପୁଲକ ଜାଗେ
ଅବଶ୍ୟ ତୁମର ସେ
ଆଦେଖା ଆକର୍ଷଣ
ନିବିଡତା ଆଲିଙ୍ଗନ
ଅନୁରାଗ ଅଳ୍ପଦିନ
ଝୁରି ମରେ ମନ ପ୍ରାଣ
ତୁମେ ତ, ହିମ ଶୀତଳ
କିନ୍ତୁ ଦେଇପାର ଶତ
ଜ୍ଵଳନ ର ପୀଡ଼ା ପ୍ରବଳ
ମାଟିକୁ ପବିତ୍ର କରେ
ଯେବେ ଜାହ୍ନବୀ ର ଜଳ
ଜ୍ୟୋତ୍ସ୍ନାସ୍ନାତ ଧରିତ୍ରୀ
ମାତାର କୋଳେ ଶୀତ!
ତୁମକୁ ଶୁଆଇ ଦେଇ
ଗାଉଥାଏ ପ୍ରଣୟ ସଙ୍ଗୀତ
ମୁଁ ପରା ସିଏ ଆକାଶ ର ନୁହେଁ,
ଏଇ ମାଟିର ଜହ୍ନ ।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ଏପାଖ ସେପାଖ
Literature

ଏପାଖ ସେପାଖ

by ଆଲୋକ କୁମାର ପ୍ରଧାନ
March 16, 2026

ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ମାର୍ଚ୍ଚ ୨୦୨୬ ଥିଲା ଥିଲା ବୋଲି କହିଲେ କି ହେବ ନଥିବା ଭିଡ଼ରେ ଥାଇ ଥିଲାର ସନ୍ତିଲା ନଥିଲା ଭୋକକୁ...

Read more
“ଟଙ୍କା ଖିଆ, ନରାସୁର”

“ଟଙ୍କା ଖିଆ, ନରାସୁର”

March 14, 2026
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.