• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଉଦାସୀନତାରେ ଘାରି ହେଉଥିଲି

ଉଦାସୀନତାରେ ଘାରି ହେଉଥିଲି
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୬ ଫେବୃଆରୀ ୨୦୨୫

ଉଦାସୀନତାରେ ଘାରି ହେଉଥିଲି
ଭିତରେ ଭିତରେ ମୁହିଁ
ସାରା ଦୁନିଆଁର ନୀତି ନିୟମରେ
ବନ୍ଧାଥିଲି ମୁଁ ହୋଇ।

ମେଘ ପରି ତମେ ଆଖି ମେଲାକରି
ପାଖକୁ ଆସିଲ ମୋର
ଗୋପନରେ ଦିନେ ଉଦାସୀନତାକୁ
ତମେ ଦେଇଥଲ ଛୁଇଁ।

ମୁଁ ମହକି ଗଲି ଭିତରେ ଭିତରେ
ଫୁଲଭରା ଗଛ ହୋଇ
ପୁଲକର ବନ୍ୟା ଖେଳିଗଲା ମୋର
ଉଦାସୀନତାକୁ ଛୁଇଁ।

ମୁଁ ସତେ କି ଆଜି ସ୍ଵରଲିପି କବିତାର
ଭଲ ପାଇବାର ଗଙ୍ଗୋଦକ ବିଞ୍ଚି ଦେଇ
ଶିଳା ବନ୍ଧୁର ଶଯ୍ୟାରେ ଆଜି
ଟୋପାଏ ଗଙ୍ଗୋତ୍ରି ମୁହିଁ ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

‌ତାରକ ଦା’ (ଭାଗ ୫୪)
Literature

‌ତାରକ ଦା’ (ଭାଗ ୫୪)

by Manas Ranjan Mahapatra
December 16, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ଡିସେମ୍ବର ୨୦୨୫ ଆଜିକାଲି ମୋର ତାରକ ଦା’ କଥା ଭାରି ମନେପଡ଼େ। ତାରକ ମୁଖାର୍ଜୀ କେବେ ନୂଆଖାଲି ଦଙ୍ଗାରେ ବାପାମାଆଙ୍କୁ...

Read more
କିଛି କଥା – ୫

କିଛି କଥା – ୫

December 16, 2025
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.