• About
  • Contact
Tuesday, December 9, 2025
Tuesday, December 9, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

କରୁଛି ନିତ୍ୟ ପ୍ରୟାସ

କରୁଛି ନିତ୍ୟ ପ୍ରୟାସ
Share on FacebookShare on Xshare on Whatsappshare on Linkedin
ଜୟଶ୍ରୀ ଦାସ, ବାଲେଶ୍ଵର, ୧୭ ଜାନୁଆରୀ ୨୦୨୩

ବାଲେଶ୍ଵର ଜିଲ୍ଲା ବାଲିଆପାଳର
ସେଇ ବିଷ୍ଣୁପୁର ଗାଆଁ
ଧୁସରଧରାରେ ଧୂଳିର ସରଗ
ସେଇ ମୋର ମାଟିମାଆ
ସୁବର୍ଣ୍ଣରେଖାର ତୀରେ ମୋ ଗାଆଁ
ନାମ ଯାର ବିଷ୍ଣୁପୁର
ଇତିହାସେ ଯାର ସ୍ୱର୍ଣାକ୍ଷରେ ଲେଖା
ସେ ଗାଆଁ ଶା’ବନ୍ଦର

ଶସ୍ୟଶ୍ୟାମଳା ଭରା ମୋର ଗାଆଁ
ସବୁ ହୁଏ ଉତ୍ପାଦନ
ମୋ ଅଞ୍ଚଳ ହସେ ସବୁଜିମା ଦିଶେ
ଖିକିଖିଲି ହସେ ଧାନ
ଜୀବନ ମୋଅର ଧନ୍ଯ ହୋଇଛି
ଜନମି ସେଇ ମାଟିରେ
ସେଇ ଜନନୀର ବିଜୟଘୋଷ
ଗାଏ ମୁଁ ନିଜ ପାଟିରେ

ବାଲିଆପାଳର ଦୁର୍ମିଳ ବେଳାରେ
ପାଦ ଥାପିଦେଲେ ଥରେ
ପ୍ରତିଟି ଜୀବନେ ନବ ବିଶ୍ଵାସ
ନୂଆ ସ୍ପନ୍ଦନ ଭରେ
କେତେ ନାମୀଦାମୀ କେତେ ସଂଗ୍ରାମୀ
ପ୍ରସବିଚି ଏଇ ଭୂଇଁ
ପ୍ରଣମୁଚି ସେଇ ଭୂଇଁ ଚରଣରେ
ସରାଗେ ମୋ ମଥା ନୋଇଁ

ଭାଷା ସାହିତ୍ୟର ସେବାକରି ଆଜି
କବିତା ରଚୁଚି ମୁହିଁ
ତୁଣ୍ଡେ ମୋର ଭାଷା, ମନରେ କବିତା
ଭରିଚି ମୋ ଜନ୍ମଭୂଇଁ

ଜୟଶ୍ରୀ ଦାସ

ଜୟଶ୍ରୀ ଦାସ

ତୃତୀୟ ବର୍ଷ ସ୍ନାତକ ଛାତ୍ରୀ, ଓଡ଼ିଆ ସମ୍ମାନ, କୃଷ୍ଣଚନ୍ଦ୍ର ପିଲିଲି ମହାବିଦ୍ୟାଳୟ ଜଗାଇ, ବାଲିଆପାଳ, ବାଲେଶ୍ଵର ଦୂରଭାଷ:୯୩୩୭୪୩୦୯୦୩ jayashreedas422003@gmail.com

Related Posts

‘ବନ୍ଦେ ଉତ୍କଳ ଜନନୀ’ ଦେଶର ଶ୍ରେଷ୍ଠ ରାଜ୍ୟ ସଙ୍ଗୀତ
More

‘ବନ୍ଦେ ଉତ୍କଳ ଜନନୀ’ ଦେଶର ଶ୍ରେଷ୍ଠ ରାଜ୍ୟ ସଙ୍ଗୀତ

by ପ୍ରଭୁକଲ୍ୟାଣ ମହାପାତ୍ର
December 9, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୯ ଡିସେମ୍ବର ୨୦୨୫ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ଦେଶାତ୍ମବୋଧକ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ' ହେଉଛି ଦେଶର ସର୍ବଶ୍ରେଷ୍ଠ ପ୍ରାଦେଶିକ ବା...

Read more
Dhanada’s Discourse:The Tai Po Fire: A Tragedy Too Close to Home

Dhanada’s Discourse:
The Tai Po Fire: A Tragedy Too Close to Home

December 8, 2025
ଆମେ ପାଉଡି ଭୂୟାଁ (ଭାଗ ୧୬)

ଆମେ ପାଉଡୀ ଭୂୟାଁ (ଭାଗ ୬୮)

November 28, 2025
ସମ୍ବିଧାନକୁ ସମ୍ମାନ ଦେବା – ନାଗରିକଙ୍କ କର୍ତ୍ତବ୍ୟ

ସମ୍ବିଧାନକୁ ସମ୍ମାନ ଦେବା – ନାଗରିକଙ୍କ କର୍ତ୍ତବ୍ୟ

November 26, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୬୭)

November 17, 2025
Prathamashtami

Prathamashtami

November 12, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.